ଜୀବନ ନେଲା ଜୀବନ ସାଥୀ: ପତ୍ନୀକୁ ହାଣି ପ୍ରେସର କୁକରରେ ସିଝେଇଲେ ପୂର୍ବତନ ସେନା ଯବାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାହା ହାତଧରି ସାତ ଜନ୍ମର ସାଥୀ କରିଥିଲା, ତାକୁ ହିଁ ନିଜ ହାତରେ ମାରିଦେଲା ସ୍ୱାମୀ। ସଇତାନ ପାଲଟି ଗଲା ସ୍ୱାମୀ। ଯାହା ହାତ ଧରି ସାତ ଜନମର ସାଥୀ କରିଥିଲା, ତାକୁ...

ପ୍ରଥମ ଦିନରେ ୨୦ଟି ମିଛ କହିଲେ ଡୋନାଲ୍ଡ ଟ୍ରମ୍ପ! ପୂର୍ବରୁ ବି ମିଛ କହି ଗଣିଥିଲେ କୋଟି କୋଟି...

ଓଡ଼ିଶାଲାଇଭ୍ ବ୍ୟୁରୋ ଶପଥ ନେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ। ସମଗ୍ର ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ଉପରେ। ସେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଟିକିନିଖି ଖବର...

ଭାରତର ସ୍ଵାଧୀନତା ସଂଗ୍ରାମରେ ନେତାଜୀଙ୍କ ଆଜାଦ ହିନ୍ଦ ଫୌଜର ଭୂମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନଙ୍କ ଶାସନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିରେ...

ଶାରୋନ ରାଜ ହତ୍ୟା ମାମଲା: ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀଦଣ୍ଡ ଦେଲେ କେରଳ କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହୁଅନ୍ତୁ କି ନାରୀ, ବିଚାର ସମସ୍ତଙ୍କ ପାଇଁ ସମାନ। ଯିଏ ଦୋଷ କରେ ସିଏ ଦଣ୍ଡ ପାଏ। ପ୍ରେମିକକୁ ହତ୍ୟା କରିବା ଦୋଷରେ ପ୍ରେମିକାକୁ ଫାଶୀଦଣ୍ଡ ଦେଇଛନ୍ତି କେରଳ କୋର୍ଟ। ଶାରୋନ...

କପିଲ ଶର୍ମାଙ୍କ ସମେତ ୪ ଜଣ ବଲିଉଡ୍ ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ ଇମେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ କଳାକାରଙ୍କୁ ହତ୍ୟା ଧମକ ମିଳିବାର ଧାରା କମିବାର ନାଁ ଧରୁନି। ଏଥର ଏକାସାଙ୍ଗରେ ଚାରି ଚାରି ଜଣ ସେଲିବ୍ରିଟିଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍। ଏମାନଙ୍କ ମଧ୍ୟରେ ଅଛନ୍ତି କମେଡିଆାନ କପିଲ...

ପିଲା ଅଧିକ ରାଗୁ ଥିଲେ କେମିତି ବୁଝେଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=7qBqI37W-rg ପୂର୍ବରୁ ପିଲା ଜିଦି କରୁଥିଲେ ବା ରାଗୁଥିଲେ ଅଭିଭାବକମାନେ ସେମାନଙ୍କୁ ତାଗିତ୍‌ କରୁଥିଲେ, ବାଡ଼ାଉଥିଲେ। ଫଳରେ ପିଲାଙ୍କ ମନରେ ଭୟ ଲାଗି ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଯାହା...

ଓଡ଼ିଶା ମାଟିର ମହାନ ସ୍ଵାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

କପିଳାସ ଭୂୟାଁ ଆଜି ଓଡ଼ିଶାର ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଭାରତର ସ୍ଵାଧିନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ। ଜାନୁଆରି ୨୩, ୧୮୬୪ ପୌଷ ପୂର୍ଣ୍ଣିମା। ସେଦିନ ଥିଲା ପଶ୍ଚିମ ଓଡ଼ିଶାର ଏକ ବିଶେଷ...
Lokaseva Bhawan

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି ଓଡ଼ିଶା ସରକାର। ଏହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ମୋଟ ୫ ଜଣ...

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ: ଭାରତରେ ପାଳିତ ହେଉଛି ‘ପରାକ୍ରମ ଦିବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସାରା ଭାରତ। ନେତାଜୀଙ୍କୁ...

ମହାରାଷ୍ଟ୍ରର ଜଲଗାଓଁରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ୮ ଜଣ ଯାତ୍ରୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ବୁଧବାର ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରେନ୍ ଧକ୍କାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା...