ଆମେରିକାରେ କାହିଁକି ଲାଗିଲା ନିଆଁ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୩ ଦିନ ହେଲା ବିକ୍ଷୋଭ ନିଆଁରେ ଆମେରିକା ଜଳୁଛି। ବିଶ୍ଵର କ୍ଷମତାଶାଳୀ ରାଷ୍ଟ୍ର ଆମେରିକାରେ ଏବେ ନିଆଁ ଲାଗିଛି। ଏହି ନିଆଁ ଗତ ତିନି ଦିନ ହେଲା କୁହୁଳୁଛି। ବର୍ଣ୍ଣ ବୈଷମ୍ୟ...

ଅବିକଳ ଚଢ଼େଇ ଭଳି ଦିଶେ ଏହି ଫୁଲ – ଲୋକେ ଭାବିବାକୁ ବାଧ୍ୟ ହୁଅନ୍ତି ‘ଇଏ ଫୁଲ ନା...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଗଛରେ ଫୁଲ ଫୁଟୁଥିବାର ଦେଖିଛେ। କିନ୍ତୁ ଏମିତି କିଛି ଫୁଲ ଅଛି ତାହା ଦେଖିବାକୁ ଅବିକଳ ପକ୍ଷୀ ପରି। ପ୍ରଥମ ଥର ପାଇଁ ଏହି ଫୁଲକୁ ଦେଖିଲେ ଏହାକୁ ଚିହ୍ନିବା...

ସରକାରଙ୍କ ନିର୍ଦ୍ଦେଶ – ଖର୍ଚ୍ଚ ହୋଇନଥିବା ଟଙ୍କା ଟ୍ରେଜେରୀରେ ରଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡ଼ାଉନ ଯୋଗୁଁ ସରକାରଙ୍କ ରାଜସ୍ୱ ଆୟ କମି ଯାଇଥିବାରୁ ଓ ସରକାରୀ ରାଜକୋଷର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ...

ରାଜ୍ୟର ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା। ବୁଧବାର ରାଜ୍ୟର ଆଉ ୯୧ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ସୁଦ୍ଧା କରୋନାରୁ...

ଆଲିବାଗରେ ତାଣ୍ଡବ ରଚିଲା ବାତ୍ୟା ‘ନିସର୍ଗ’, ମୁମ୍ବାଇରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ନିସର୍ଗ 'ବୁଧବାର ମହାରାଷ୍ଟ୍ରର ଆଲିବାଗରେ ଲ୍ୟାଣ୍ଡଫଲ୍ କରିଛି। ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ବାତ୍ୟା ନିସର୍ଗ ମୁମ୍ବାଇ ନିକଟବର୍ତ୍ତୀ ଆଲିବାଗ ନିକଟରେ କଲା ଲ୍ୟାଣ୍ଡଫଲ୍  ଲ୍ୟାଣ୍ଡଫଲ୍ ସମୟରେ...

୭ ବର୍ଷ ପରେ ବି ରହସ୍ୟ ଘେରରେ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁକୁ ୭ ବର୍ଷ ବିତି ଗଲାଣି। ଜିୟା ଜୁନ୍‌ ୩, ୨୦୧୩ରେ ଫ୍ୟାନ‌ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ମୃତ୍ୟୁ ପରେ ଚର୍ଚ୍ଚା...

ବିଶ୍ୱର ୩ଟି ସ୍ଥାନ – ଯେଉଁଠାକୁ ଯିବାକୁ ସମସ୍ତଙ୍କୁ ମିଳେନି ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆରେ ଅନେକ ସ୍ଥାନ ଅଛି, ଯାହା କୌଣସି ନା କୌଣସି କାରଣରୁ ପ୍ରସିଦ୍ଧ, କିନ୍ତୁ ସମସ୍ତଙ୍କୁ ସେହି ସ୍ଥାନକୁ ଯିବାକୁ ଅନୁମତି ଦିଆଯାଇନଥାଏ। କେବଳ କିଛି ଲୋକ ସେହି ସ୍ଥାନକୁ ଯିବାକୁ...
jio offer

ରିଲାଏନ୍ସ ଜିଓର ଧମାକେଦାର ଅଫର୍, ଗୋଟିଏ ରିଚାର୍ଜରେ ପାଆନ୍ତୁ ୪ଟି ଡିସକାଉଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକେଦାର ଅଫର୍। ଯେଉଁଥିରେ ଗ୍ରାହକମାନେ ପାଇପାରିବେ ୪ ପ୍ରକାର ଡିସକାଉଣ୍ଟ। ଏହି ସ୍ପେଶାଲ୍ ରିଚାର୍ଜ କରିବା ଦ୍ୱାରା ଗ୍ରାହକମାନେ ପୋଷାକ, ଇଲେକ୍ଟ୍ରୋନିକ...

ମାର୍ଚ୍ଚ ୧୫ରୁ ଜୁନ ୬ – କରୋନା କବଳରେ ପୂରା ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ୩୦ରୁ ୩୦ ଜିଲ୍ଲାକୁ ଛୁଇଁଲା କରୋନା। କରୋନା ଭାଇରସ୍‌ ଏବେ ପୂରା ଓଡ଼ିଶାକୁ ଗ୍ରାସ କରିଛି। ଗତକାଲି ଯାଏଁ ୨୯ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ରାୟଗଡ଼ାରୁ...

ଜୟପୁର: ଗୁରୁମାଈଗୁଡ଼ା ଘାଟିରେ ଓଲଟିଲା ବରଯାତ୍ରୀ ଭ୍ୟାନ୍, ୨ ମହିଳା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ନିକଟ ଗୁରୁମାଈଗୁଡ଼ା ଘାଟିରେ ଭ୍ୟାନ୍ ଓଲଟି ପ୍ରାଣ ହରାଇଲେ ୨ ମହିଳା। ଏଥିସହ ଏହି ଦୁର୍ଘଟଣାରେ ଆଉ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି। ବୁଧବାର ବୋରିଗୁମ୍ମାରୁ ଏହି ବରଯାତ୍ରୀ...