ବନାରସରୁ ମୋଦିଙ୍କ ବିରୋଧରେ ଲଢ଼ିବେ କି ନୀତିଶ କୁମାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାର ରାଜନୀତି ସରଗରମ। ଜେଡିୟୁ ଓ ବିଜେପି ମେଣ୍ଟ ମଧ୍ୟରେ ଘଣ୍ଟାକେ ଘୋଡ଼ା ଛୁଟୁଛି। କେତେବେଳେ କୋଳାକୋଳି ତ କେତେବେଳେ ତୀର ମରାମରି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶର ରାଜନୀତି ପାଣିପାଗ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜଣାପଡ଼ିବ କାହାର କେତେ ଦମ୍?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଙ୍କ କଷୁଛନ୍ତି ବିଜେପି ଏବଂ କଂଗ୍ରେସ। ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୁରିଆନ ଅବସର ଗ୍ରହଣ କରିବା ପରେ ସଂସଦର...

ମହାରଥୀ କେନ୍ଦ୍ରକୁ ମାରିଲେ ବାଣ: କେବେ ନିର୍ଦ୍ଧାରଣ କରିବ ଧାନର ଏମ୍‌ଏସ୍‌ପି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ପୁଣି ଉଠାଇଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ। ଧାନର ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିବାରେ କେନ୍ଦ୍ର ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ...

୨୩ ବର୍ଷରୁ କମ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଦଳର ନେତୃତ୍ୱ ନେବେ ଓଡ଼ିଶାର ଡିଫେଣ୍ଡର ଦୀପସାନ ତିର୍କି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଲଜିୟମର ଆଣ୍ଟୱେର୍ପଠାରେ ଆସନ୍ତା ୧୪ରୁ ୨୧ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ୨୩ ବର୍ଷରୁ କମ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ୩...

ରଥଯାତ୍ରା ପୂର୍ବରୁ ଭୁବନେଶ୍ୱରରେ ଖୋଲିବ ନୂଆ ରେଳ ଷ୍ଟେସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସିଖବର। ରଥଯାତ୍ରା ପୂର୍ବରୁ ଭୁବନେଶ୍ୱରରେ ନୂଆ ରେଳଷ୍ଟେସନ କାର୍ଯ୍ୟକ୍ଷମ ହେବ। ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନଠାରୁ ୧୪ କିଲୋମିଟର ଦୂର ରଘୁନାଥପୁରଠାରେ ଏହି ନୂଆ ରେଳ ଷ୍ଟେସନ...

ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଯାତ୍ରା ଦୁନିଆର ଜଣେ ସଫଳ ଅଭିନେତା ତଥା ନିର୍ଦ୍ଦେଶକ ହେଲେ ରାଇମୋହନ ପରିଡ଼ା। ଆସନ୍ତୁ ଜାଣିବା ତାଙ୍କର ଯଲିଉଡ ଯାତ୍ରା ବିଷୟରେ… ଚଳଚ୍ଚିତ୍ର ଜଗତରୁ ଅନେକ କଳାକାର ଯାତ୍ରା ଦୁନିଆରେ ଏଣ୍ଟ୍ରି...

ସୁମନୀ ଝୋଡ଼ିଆଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୧୮’

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଅଷ୍ଟାଦଶ ଓ ଶିଶୁକିଶୋର ପତ୍ରିକା ‘କୁନିକଥା’ର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ଡକ୍ଟର ବିଭୂତି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ...

ବୈଜୟନ୍ତ-ବିଜେଡି କଳିରେ ମୁଁ ବଳିପଡ଼ିଲି: ନବୀନ ନନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ନବୀନ ନନ୍ଦ। ସେ ସିଧାସଳଖ ବିଜେଡି ଶିବିରକୁ ନିଶାନା କରିଛନ୍ତି। କୋଲକାତାରୁ ଗିରଫ ଏବଂ ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଢେଙ୍କାନାଳର...

ସିବିଆଇକୁ ଦାମ ଦେବେ ବ୍ଲାକରୋଜ ଜାହାଜ ବୁଡ଼ିର ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ଲାକରୋଜ ଜାହାଜ ବୁଡ଼ିକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ସିବିଆଇ ତଦନ୍ତକୁ ସ୍ୱାଗତ କରିଥିବା ବେଳେ ବିଜେପି ବିଜେଡି ଉପରେ ଦୋଷ ଲଦିଛି। ଏମ୍‌ଭି ବ୍ଲାକରୋଜ...

ଏଣିକି ଡିଜିପି ମନୋନୀତ କରିବେ ୟୁପିଏସସି

ଓଡ଼ିଶାଲାଇଭ୍ ବ୍ୟୁରୋ  ରାଜ୍ୟ ସରକାର ନିଜ ପସନ୍ଦ ମୁତାବକ ପୋଲିସ ମୁଖ୍ୟଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ (ୟୁପିଏସସି) ଡିଜିପି ମନୋନୀତ କରିବେ। ରାଜ୍ୟ...