୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପଢ଼ାଇଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ।
ବ୍ଲାକବୋର୍ଡରେ ଅଙ୍କାଯାଇଥିଲା ଭାରତ ମାନଚିତ୍ର। ମଝିରେ...
ରେକର୍ଡ କଲା ‘ପାସପୋର୍ଟ ଆପ୍’: ଦୁଇଦିନରେ ୧୦ଲକ୍ଷରୁ ଊର୍ଦ୍ଧ୍ୱଥର ଡାଉନଲୋଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୨୬ ତାରିଖରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଲଞ୍ଚ୍ କରାଯାଇଥିବା ପାସ୍ପୋର୍ଟ ସେବା ମୋବାଇଲ ଆପ୍ ‘ଏମପାସପୋର୍ଟ ସେବା ଆପ’ ୨ଦିନ ମଧ୍ୟରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନ୍ଲୋଡ ହୋଇଛି।
ଷଷ୍ଠତମ ପାସପୋର୍ଟ ସେବା...
ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ସ୍ୱାମୀଙ୍କ ବ୍ରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ମହାରାଷ୍ଟ୍ରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।
ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଆୟୁଷ କାମନା କରି...
ନିର୍ଭୟାଠାରୁ ବି ନିର୍ମମ କାଣ୍ଡ: ଜୀବନ ସହ ସଂଗ୍ରାମ କରୁଛି ୭ବର୍ଷର ବାଳିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ମନ୍ଦସୁରରେ ନିର୍ଭୟା କାଣ୍ଡ ଭଳି ଏକ ଅମାନବୀୟ ଘଟଣା। ଜଣେ ୭ ବର୍ଷର ନାବାଳିକାକୁ ନୃଶଂସ ଭାବେ ବଳାତ୍କାର କରାଯାଇଛି।
ମଧ୍ୟପ୍ରଦେଶ ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୁରରେ ଜଣେ ୮ ବର୍ଷର...
ଜାତୀୟ ଦୌଡ଼କୁଦ: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ଗୋଟିଏ ଦିନରେ ଦୁଇଟି କୀର୍ତ୍ତିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଗୋଟିଏ ଦିନରେ ଦୁଇଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏପରିକି ଗତବର୍ଷର ନିଜ କୀର୍ତ୍ତିମାନକୁ ମଧ୍ୟ ସେ ଭାଙ୍ଗିବାରେ ସଫଳ ହୋଇଛନ୍ତି।
ମହିଳା ୧୦୦ ମିଟର ଦୌଡ଼ରେ ନିଜର...
୨୪ ଘଣ୍ଟାର ଟପ୍ ଟେନ୍ ନ୍ୟୁଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ଦିଲ୍ଲୀ ମେଟ୍ରୋ କର୍ମଚାରୀଙ୍କ ଧର୍ମଘଟ ଡାକରା ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ।
୨. କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଲେ ସୁଇସ ବ୍ୟାଙ୍କରେ ଜମା ହୋଇଥିବା ସବୁ ଟଙ୍କା କଳାଧନ ନୁହେଁ।
୩....
କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ଏକ ବଡ଼ ଆହ୍ୱାନ: ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
"ଓଡିଶାର କୃଷି ଜାତ ଦ୍ରବ୍ୟକୁ ବଜାର ସହ ଯୋଡ଼ିବା ଦରକାର। ଫଳରେ ଚାଷୀଙ୍କର ଉନ୍ନତି ହେବା ସହ ଓଡ଼ିଶାର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିପାରିବ", କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱରରେ ଶନିବାରଠାରୁ...
ମୂଲ୍ୟାୟନରେ ତ୍ରୁଟି: ୧୩୦ ଶିକ୍ଷକଙ୍କୁ ନିଲମ୍ବନ କଲା ସିବିଏସ୍ଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ତ୍ରୁଟି ଅଭିଯୋଗରେ ସିବିଏସ୍ଇ କର୍ତ୍ତୃପକ୍ଷ ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ସିବିଏସ୍ଇ ଅଧିକାରୀ।...
ବିଜେପିରେ ସାମିଲ ହେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ଯୋଗ ଦେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀର ଯୁବନେତା ରଶ୍ମୀରଞ୍ଜନ ବେଉରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...
ବଢ଼ିଆ! ଦିଲ୍ଲୀରେ ରାଷ୍ଟ୍ରଦୂତ ଚଢ଼ୁଛନ୍ତି ଅଟୋରିକ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ସିକୋ ରାଷ୍ଟଦୂତ ମେଲବା ପ୍ରିୟାଙ୍କ ନିଆରା ଷ୍ଟାଇଲ୍। ଦାମୀ କାର୍ ଛାଡ଼ି ସେ ଅଟୋରିକ୍ସାକୁ ତାଙ୍କ ଅଫିସିଆଲ ଗାଡ଼ି ଭାବେ ବାଛିଛନ୍ତି।
ଅଟୋ ନମ୍ବର 48CD1A। ଗାଡ଼ି ସାରା ଲେଖାଯାଇଛି ମେକ୍ସିକୋ। ଆଗରେ...





















