ମୌସୁମୀ ବାୟୁ ସକ୍ରିୟ: ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସାରା ରାଜ୍ୟରେ ତୁହାକୁତୁହା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ...
ଚିଲିକା ଡଙ୍ଗାବୁଡି: ସହଯୋଗୀ ଡଙ୍ଗା ଚାଳକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକା ଡଙ୍ଗାବୁଡି ଘଟଣାରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ହୋଇଛି।
ସୋମବାରଦିନ ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜୁନ ବେହେରାଙ୍କୁ ପୋଲିସ ସାମନ୍ତରାପୁରରୁ ଗିରଫ...
ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ: ଏଥର ତିନିଟି ଗୁରୁତ୍ଵପୁର୍ଣ୍ଣ ବିଲ୍ ଉପରେ ହୋଇପାରେ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁଲାଇ ମାସ ୧୮ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୦ତାରିଖ ଯାଏଁ ଚାଲିବ। ସୋମବାର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ କମିଟି ଅଫ୍ ପାର୍ଲିଆମେଣ୍ଟାରି...
ଶ୍ରୀଦେବୀଙ୍କୁ ମନେପକାଇ ଷ୍ଟେଜରେ କାନ୍ଦିଲେ ବୋନି: ସମ୍ଭାଳିଲେ ଅର୍ଜୁନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଫା ଆଓ୍ବାର୍ଡ ୨୦୧୮ରେ ପତ୍ନୀ ଶ୍ରୀଦେବୀଙ୍କୁ ମନେପକାଇ ଭାବବିହ୍ଵଳ ହୋଇଯାଇଥିଲେ ସ୍ଵାମୀ ବୋନି କପୁର। ତାଙ୍କୁ ସମ୍ଭାଳିଥିଲେ ପୁଅ ଅର୍ଜୁନ କପୁର।
ଆଇଫା ଆଓ୍ବାର୍ଡ ୨୦୧୮ରେ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
ହକି ଚାମ୍ପିଅନ୍ସ ଟ୍ରଫି: ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଭାରତ, ନବୀନ ଦେଲେ ଶୁଭେଚ୍ଛା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ୩୭ତମ ତଥା ଅନ୍ତିମ ସଂସ୍କରଣରେ ଭାରତୀୟ ଦଳ ତା’ର ଦମ୍ଦାର ପ୍ରଦର୍ଶନ ଜାରି ରଖିଛି। ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨-୧ ଗୋଲରେ...
ଡକାୟତଙ୍କୁ ଧରିବାକୁ ଯାଇଥିବା ଯବାନଙ୍କୁ ଛାଡ଼ି ଚାଲିଗଲେ ସାଥୀ, ଶୋଷରେ ଆଉଟୁପାଉଟୁ ହୋଇ ହରାଇଲେ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କୁ ଜଙ୍ଗଲରେ ଛାଡ଼ି ସାଥୀରେ ଯାଇଥିବା ଟିମ୍ ଚାଲି ଆସିଥିଲେ। ୪୮ ଘଂଟା ପରେ ନିଖୋଜ ହୋଇଯାଇଥିବା ଏସଏଏଫ ଯବାନ ସଚିନ ଶର୍ମାଙ୍କ ଶବ ବଟୋହୀ ଜଙ୍ଗଲରୁ...
ମାଓବାଦୀଙ୍କ ୨୪ ଘଣ୍ଟିଆ ଓଡ଼ିଶା ଏବଂ ଛତିଶଗଡ଼ ବନ୍ଦ ଡାକରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର, ନୂଆପଡ଼ା ଓ କନ୍ଧମାଳରେ ମାଓ ପୋଷ୍ଟର
ଗଛ କାଟି ରାସ୍ତା ଅବରୋଧ
ନବରଙ୍ଗପୁର ରାଇଘରରେ ଜଗନ୍ନାଥଙ୍କ ରଥରେ ଦେଖିବାକୁ ମିଳିଲା ମାଓପୋଷ୍ଟର
ସରକାରଙ୍କ ଉଦାସୀନତା ପ୍ରତିବାଦରେ ୨୪ ଘଣ୍ଟିଆ ଓଡ଼ିଶା...
ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ପାକିସ୍ତାନର ହାତ: ଜାମ୍ମୁ ଓ କାଶ୍ମୀର ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ରାଇଜିଂ କଶ୍ମୀର’ ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ପାକିସ୍ତାନର ହାତ ଥିବା ଜାମ୍ମୁ ଓ କାଶ୍ମୀର ପୋଲିସ ସୁରାକ ପାଇଛି।
ଜାମ୍ମୁ ଓ କାଶ୍ମୀର ପୁଲିସ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ପାକିସ୍ତାନର...
ଡଙ୍ଗାରେ ଯାଉଥିବାବେଳେ ବଜ୍ରପାତ: ମା’-ଝିଅ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରପଡା ଜିଲ୍ଲାରେ ଡଙ୍ଗାରେ ଯାଉଥିବାବେଳେ ବଜ୍ରାଘାତରେ ମା ଓ ଝିଅର ମୃତ୍ୟୁ ଘଟିଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ଅଘଟଣ। ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ହେବା ଫଳରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରପଡାରେ ଡଙ୍ଗାରେ...





















