ଆଜିର ବଡ଼ ଖବର (୧୭ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଦିଲ୍ଲୀ ଡାକରା
କଂଗ୍ରେସର ୩ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି। ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ ଦିଲ୍ଲୀ ଯାଇଛନ୍ତି। ନୁଆ କରି ଦାୟିତ୍ୱ ନେଇଥିବା ଓଡ଼ିଶା ପ୍ରଭାରୀ...
ଦିନେ ମଇଁଷି ପାଳୁଥିଲେ: ଏବେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଲେ ପୁନମ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ’ ଏହି ଉକ୍ତିଟିର ବାସ୍ତବିକତାକୁ ପ୍ରମାଣିତ କରିଦେଖାଇଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ପୁନମ ଯାଦବ।
୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ଵର୍ଣ୍ଣ ଜିତିଛନ୍ତି...
ଦୃଢ଼ ନିଷ୍ପତ୍ତି
ଡକ୍ଟର ହରପ୍ରସନ୍ନ ଦାସ
ଅନେକ ସମୟରେ ଭୁଲ୍ ନିଷ୍ପତ୍ତି ନେବା ଦ୍ୱାରା ଭୁଲ୍ ବାଟରେ ଯାଇ ଆମେ ଅସୁବିଧାରେ ପଡ଼ିଥାଉ। ଏଣୁ ପ୍ରତ୍ୟେକ କାମ କରିବା ପୂର୍ବରୁ ସଠିକ୍ ନିଷ୍ପତ୍ତି ବା ଦୃଢ଼ ନିଷ୍ପତ୍ତି...
ମୁମ୍ବାଇ ପୋଲିସରେ ସିପାହୀ ଚାକିରି ପାଇଁ ଡାକ୍ତର, ଇଞ୍ଜିନିୟର ଓ ଏମବିଏ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ପୋଲିସରେ ଖାଲି ପଡ଼ିଥିବା କିଛି ସିପାହୀ ଚାକିରି ଏକ ରକମ ମୂଷା ରେସରେ ପରିଣତ ହୋଇଯାଇଛି। ୧୧୩୭ଟି ପଦ ପାଇଁ ଦୁଇ ଲକ୍ଷରୁ ଅଧିକ ଆବେଦନ ପତ୍ର ଦାଖଲ କରିଛନ୍ତି...
ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଖାଦ୍ୟ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ ସାମିଲ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ତ୍ଵଚାରେ ଚିକ୍କଣ ଆଣିବା ପାଇଁ କିଏ ବା ନ ଚାହେଁ। ଏଥିପାଇଁ ଖାଦ୍ୟରେ...
ଆପଣ ଋଣଗ୍ରସ୍ତ କି?
ରବୀନ୍ଦ୍ର ନାରାୟଣ ମିଶ୍ର
ମାଲବ୍ୟଜୀ ପୁଅକୁ ଲେଖିଲେ ଯେ ସେ ନିଜେ ଯେତେବେଳେ ଋଣଗ୍ରସ୍ତ ହେଉଥିଲେ, ଏହି ଗଜେନ୍ଦ୍ର ସ୍ତୁତି ପଢ଼ି ସେ ବିପଦରୁ ଉଦ୍ଧାର ପାଉଥିଲେ। ପୁଅ ବାପାଙ୍କ କଥାରେ ଶ୍ରଦ୍ଧା ବିଶ୍ୱାସ...
ନିର୍ଦ୍ଦେଶକରୁ ଅଭିନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଫରାହ ଖାନ୍ଙ୍କଠାରୁ ଆରମ୍ଭ କରି ସୁଧୀର ମିଶ୍ରଙ୍କ ପର୍ଯ୍ୟନ୍ତ ଅନେକ ନିର୍ଦ୍ଦେଶକ ଫିଲ୍ମ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି।
ବଲିଉଡରେ କେତେଜଣ ନିର୍ଦ୍ଦେଶକ ଅଭିନୟ କ୍ଷେତ୍ରରେ ସଫଳତା ହାସଲ...
ଘରୋଇ ଉପାୟରେ କେମିତି ନେବେ ତ୍ୱଚାର ଯତ୍ନ? ଆସନ୍ତୁ ଜାଣିବା କିଛି ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଏଥିପାଇଁ ଅନେକ ଭିନ୍ନ ଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତ୍ୱଚା ଖରାପ ଦେଖାଯାଏ। ତେବେ ଘରୋଇ ଉପାୟରେ କିପରି...
ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର କେତେକ ଜଣାଶୁଣା ନାୟିକା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି। ଏମିତି ଜଣେ ନାୟିକା ହେଲେ ପ୍ରିୟା। କେବଳ ପ୍ରିୟା ନୁହନ୍ତି ଆଉ କେତେକ ଓଡ଼ିଆ...
ଓଡ଼ିଶାରେ ମହାନଦୀ ଶୁଖିଲା, ଛତିଶଗଡ଼ ତିଆରି କରିଛି ୨,୨୬୮ଟି ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ ମହାଭାରତ ଆରମ୍ଭ ହୋଇଛି। ଛତିଶଗଡ଼-ଓଡ଼ିଶା ସରକାରଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ନାଁ ହେବାର ଧରୁନି। କଲ୍ମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ଼ ବନ୍ଦ କରିବାରୁ ଓଡ଼ିଶାରେ...





















