ବଲ ଟାମ୍ପରିଂ ଘଟଣା: ବର୍ଷେ ପାଇଁ କ୍ରିକେଟରୁ ବିଦା ହେଲେ ଅଷ୍ଟ୍ରେଲିଆର ତିନି ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲ ଟାମ୍ପରିଂ ବିବାଦରେ ଫସି ଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ୩ଜଣ ଖେଳାଳିଙ୍କୁ ଦଣ୍ଡିତ କରାଯାଇଛି।
ମହଙ୍ଗା ପଡ଼ିଲା ବଲ ଟାମ୍ପରିଂ। ଅଷ୍ଟ୍ରେଲିଆ ଖେଳାଳିଙ୍କ ବଲ ଟାମ୍ପରିଂ ଘଟଣାରେ ସମ୍ପୃକ୍ତ ଥିବା...
ବଲିଉଡରେ ଏଣ୍ଟ୍ରି କରିବେ ପ୍ରିୟା ପ୍ରକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ରଣବୀର କପୁର ହେବେ ତାଙ୍କ ନାୟକ।
ଭାଇରାଲ ଗାର୍ଲ...
ବିଧାନସଭାରେ ଅଚଳାବସ୍ଥା: ସର୍ବଦଳୀୟ ବୈଠକ ଡ଼କାଇଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ବୁଧୁବାର ବି ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି। ଅଚଳାବସ୍ଥା ଦୂର...
ଏସୀୟ ଫୋବର୍ସ ତାଲିକା ପ୍ରକାଶିତ: ସ୍ଥାନ ପାଇଲେ ଭାରତର ୪ଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସୀୟ ଫୋବର୍ସ ତାଲିକାରେ ପ୍ରକାଶିତ ହୋଇଛି। ଭାରତର ୪ଜଣ ସେଲିବ୍ରିଟି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପିଭି ସିନ୍ଧୁ, ସ୍ମୃତି ମାନ୍ଧନା, ଅନୁଷ୍ମା ଶର୍ମା ଓ ପଦ୍ମନାଭ...
ଆଜିର ବଡ଼ ଖବର (୨୮ ମାର୍ଚ୍ଚ ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଦଶମ ଗଣିତ...
ବଲିଉଡର ସେଲିବ୍ରିଟିମାନଙ୍କର ପ୍ରଥମ ପାରିଶ୍ରମିକ କେତେ ଜାଣନ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଫିଲ୍ମରେ କାମ କରିବା ଲାଗି କୋଟି କୋଟି ଟଙ୍କା ନେଉଛନ୍ତି। ସେମାନେ ବିଜ୍ଞାପନ ବାବଦରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବଲିଉଡରେ କାହାର...
ଖୋଲିବ ରତ୍ନଭଣ୍ଡାର: ଆଇନ୍ ବିଭାଗରୁ ଆସିଲା ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୯ରେ ଛତିଶା ନିଯୋଗର ବୈଠକ
ବୈଠକ ପରେ ସ୍ଥିର ହେବ ରତ୍ନଭଣ୍ଡାର ଖୋଲିବା ତାରିଖ
୧୯୭୮ ଏବଂ ୧୯୮୪ରେ ଖୋଲିଥିଲା ରତ୍ନଭଣ୍ଡାର
କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା...
ବିରଳ ଲୋକପର୍ବ ପାଲଟିଛି ବାଲେଶ୍ୱରର ଜଉକଣ୍ଢେଇ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଲୋକପରମ୍ପରାର ଅଦ୍ୱିତୀୟ ଲୋକପର୍ବ ବାଲେଶ୍ୱରର ଜଉକଣ୍ଢେଇ ବାହାଘର। କେବଳ ଓଡିଶାରେ ନୁହଁ, ସାରା ଭାରତରେ ଏହିଭଳି ଏକ ଲୋକପର୍ବ ବିରଳ। ୨୦୧୧ରୁ ଏହି ପର୍ବ ଆଗେଇ ଚାଲିଛି। ଏହି ପର୍ବ...
୪୦ ଡିଗ୍ରୀରେ ସିଝୁଛି ତିନି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶାର ତିନି ସହର। ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ଟପିଥିବା ବେଳେ ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିରରେ ପାରଦ ୪୦ ଡିଗ୍ରୀରେ ରହିଛି।
ମାର୍ଚ୍ଚ ମାସରେ ବହୁଛି...
ଭାଇରାଲ ଭିଡିଓର ଖଳନାୟକ ଉନ୍ମୟ ପାଢ଼ି: ହତ୍ୟାକାଣ୍ଡ ଉପରୁ ହଟୁନି ପରଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇରାଲ ଭିଡିଓର ଖଳନାୟକ ଥିଲେ ଉନ୍ମୟ ପାଢ଼ି। ଉନ୍ମୟ ନିଜ ସେକ୍ସ ଭିଡିଓକୁ ନିଜେ ଭାଇରାଲ କରିଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ତେବେ ହତ୍ୟାକାରୀ କିଏ ତା ପାଖରେ ଏଯାଏଁ...



















