ଆଜିର ବଡ଼ ଖବର (୨୮ ମାର୍ଚ୍ଚ ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍‌ଇ ଦଶମ ଗଣିତ...

ବଲିଉଡର ସେଲିବ୍ରିଟିମାନଙ୍କର ପ୍ରଥମ ପାରିଶ୍ରମିକ କେତେ ଜାଣନ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଫିଲ୍ମରେ କାମ କରିବା ଲାଗି କୋଟି କୋଟି ଟଙ୍କା ନେଉଛନ୍ତି। ସେମାନେ ବିଜ୍ଞାପନ ବାବଦରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବଲିଉଡରେ କାହାର...

ଖୋଲିବ ରତ୍ନଭଣ୍ଡାର: ଆଇନ୍ ବିଭାଗରୁ ଆସିଲା ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୯ରେ ଛତିଶା ନିଯୋଗର ବୈଠକ ବୈଠକ ପରେ ସ୍ଥିର ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ୧୯୭୮ ଏବଂ ୧୯୮୪ରେ ଖୋଲିଥିଲା ରତ୍ନଭଣ୍ଡାର କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା...

ବିରଳ ଲୋକପର୍ବ ପାଲଟିଛି ବାଲେଶ୍ୱରର ଜଉକଣ୍ଢେଇ ବାହାଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ଲୋକପରମ୍ପରାର ଅଦ୍ୱିତୀୟ ଲୋକପର୍ବ ବାଲେଶ୍ୱରର ଜଉକଣ୍ଢେଇ ବାହାଘର।  କେବଳ ଓଡିଶାରେ ନୁହଁ, ସାରା ଭାରତରେ ଏହିଭଳି ଏକ ଲୋକପର୍ବ ବିରଳ। ୨୦୧୧ରୁ ଏହି ପର୍ବ ଆଗେଇ ଚାଲିଛି। ଏହି ପର୍ବ...

୪୦ ଡିଗ୍ରୀରେ ସିଝୁଛି ତିନି ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶାର ତିନି ସହର। ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ଟପିଥିବା ବେଳେ ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିରରେ ପାରଦ ୪୦ ଡିଗ୍ରୀରେ ରହିଛି। ମାର୍ଚ୍ଚ ମାସରେ ବହୁଛି...

ଭାଇରାଲ ଭିଡିଓର ଖଳନାୟକ ଉନ୍ମୟ ପାଢ଼ି: ହତ୍ୟାକାଣ୍ଡ ଉପରୁ ହଟୁନି ପରଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଇରାଲ ଭିଡିଓର ଖଳନାୟକ ଥିଲେ ଉନ୍ମୟ ପାଢ଼ି। ଉନ୍ମୟ ନିଜ ସେକ୍ସ ଭିଡିଓକୁ ନିଜେ ଭାଇରାଲ କରିଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ତେବେ ହତ୍ୟାକାରୀ କିଏ ତା ପାଖରେ ଏଯାଏଁ...

ଭାଙ୍ଗୁଛି କଂଗ୍ରେସ ଘର: ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁଶୁଡୁଛି କଂଗ୍ରେସ ଘର। ଜଣକ ପରେ ଜଣେ ନେତା କଂଗ୍ରେସରୁ ଫେରାଇ ନେଉଛନ୍ତି ମୁହଁ। ଏହି ରେସ୍‌ରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ଏପ୍ରିଲ ୪ରେ...

ମୁଣ୍ଡରେ ଏଲଇଡି ଲାଇଟ୍ ଲଗାଇ ରତ୍ନଭଣ୍ଡାର ଯାଞ୍ଚ କରିବେ ବିଶେଷଜ୍ଞ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟଙ୍କ ଅବଧି ଶେଷ ହୋଇପାରିଲାନି ରତ୍ନଭଣ୍ଡାର ଯାଞ୍ଚ ୨୮ରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ୨୯ରେ ଛତିଶା ନିଯୋଗର ବୈଠକ ବୈଠକ ପରେ ହୋଇପାରେ ଯାଞ୍ଚ ସରିଗଲା ହାଇକୋର୍ଟଙ୍କ ଅବଧି। ହେଲେ ଶ୍ରୀମନ୍ଦିରର...

ଫ୍ରିଜ୍ ଖାଦ୍ୟ ଖାଉଛନ୍ତି କି? ସାବଧାନ ହୋଇଯାନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ରିଜ୍ ଖାଦ୍ୟ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରେଡ, ବିଲାତି, କଦଳୀ, ଲେମ୍ବୁ ଓ କମଳା, ମହୁ, ସବୁଜ ପତ୍ରର ପରିବା, ସେଓ...

ଦିଲ୍ଲୀରେ ମମତା, ତୃତୀୟ ସାମ୍ମୁଖ୍ୟ ପାଇଁ ଖୋଜୁଛନ୍ତି ସାହାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣ କଂଗ୍ରେସ ଏବଂ ଅଣ ବିଜେପି ମେଣ୍ଟ ଗଠନ କରିବା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ତୃତୀୟ...