ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକଙ୍କ ସଫଳତାର ଆଉ ଏକ ଫର୍ଦ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜର ସ୍ଵତନ୍ତ୍ର ଆବିଷ୍କାର ପାଇଁ ସାରା ବିଶ୍ଵରେ ନାଁ କମାଇଥିବା ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକ ପୁଣି ଏକ ଆବିଷ୍କାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୋଲ୍-କା ନାମକ ଏହି ପାଓ୍ଵାର...

ଗୃହରେ ଲୋକାୟୁକ୍ତ ଝଡ଼, ମୁଲତବି ହେଲା ବିଧାନସଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣାରେ ବସିଲେ ଧାରଣାରେ ସାମିଲ ହେଲେ ବିରୋଧୀ ଦଳ ନେତା ପରିସ୍ଥିତି ଅଣାୟତ୍ତ ହେବାରୁ ଗୃହ ବୁଧବାର ଯାଏଁ...

ମାଓ ମୁକାବିଲା: କୋରାପୁଟରେ ଡିଜିଙ୍କ ରଣନୀତି, କନ୍ଧମାଳରେ ମାଓ କ୍ୟାମ୍ପ ଛାରଖାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓ ଦମନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ଓଡ଼ିଶା ପୋଲିସ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସକୁ ବଡ଼ ସଫଳତା ମିଳିବା ପରେ ମଙ୍ଗଳବାର କନ୍ଧମାଳର କୁକୁଲାଝର ଜଙ୍ଗଲରେ ମିଳିଛି ସଫଳତା।...

ଖାପ୍ ପଞ୍ଚାୟତକୁ ଝଟକା ଦେଲେ ସୁପ୍ରିମକୋର୍ଟ: ଦୁଇ ପ୍ରାପ୍ତ ବୟସ୍କଙ୍କ ବିବାହ ରୋକିବା ବେଆଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନର କିଲିଂ ଓ ଖାପ୍ ପଞ୍ଚାୟତର ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟ। ନିଜ ଇଛାରେ ବିବାହ କରିଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆୟୋଜିତ...

ସାମି-ହସିନାଙ୍କ ସମ୍ପର୍କରେ ଆସିଲା ଟ୍ଵିଷ୍ଟ୍: ସାମିଙ୍କୁ ଭେଟିବାକୁ ଚାହୁଁଛନ୍ତି ହସିନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନା ଜାହାଁଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧରେ ଆସିଛି ଆଉ ଏକ ଟ୍ଵିଷ୍ଟ୍।   ଭାରତୀୟ ଦ୍ରୁତ ବୋଲର୍...

ଅନୁପ ସାହୁ ହେଲେ ଭୁବନେଶ୍ଵର ନୂଆ ଡିସିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁପ ସାହୁ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି। ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ନେଇଛନ୍ତି ଅନୁପ ସାହୁ। ପୂର୍ବରୁ ଭଦ୍ରକ ଏସପି ଭାବେ କାର୍ଯ୍ୟରତ ଥିଲେ...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୧୨ ନିର୍ବାଚନ, ମେ ୧୫ରେ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ମେ ୧୫ ତାରିଖରେ...

ଆଜିର ବଡ଼ ଖବର (୨୭ ମାର୍ଚ୍ଚ ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -୨୮ରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ୨୯ରେ ଛତିଶାନିଯୋଗର ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କେବେ ଏବଂ କେଉଁଭଳି ଭାବେ ହେବ ତାହା ନିର୍ଦ୍ଧାରଣ କରାଯିବ। ୨୯...

ହ୍ରିତିକ୍-କ୍ୟାଟ୍‌ଙ୍କ ବ୍ୟାଙ୍ଗ୍ ବ୍ୟାଙ୍ଗ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ରିତିକ୍ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କ ଅଭିନୀତ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍’ର ସିକ୍ୱେଲ୍‌ ନିର୍ମାଣ ହେବାକୁ ଯାଉଛି। ଏଥିରେ ଦୁହେଁ ପୁଣି ଥରେ ପରଦାରେ ନଜର ଆସିବେ। ହ୍ରିତିକ୍ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କର...

ଓଲିଉଡରେ ‘ଅଗ୍ନିପରୀକ୍ଷା’

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଓଲିଉଡରେ ‘ଅଗ୍ନିପରୀକ୍ଷା’ ଶୀର୍ଷକରେ ଏଯାବତ୍ ଦୁଇଥର ଓଡ଼ିଆ ସିନେମା ନିର୍ମିତ ହୋଇଛି। ପ୍ରଥମ ‘ଅଗ୍ନିପରୀକ୍ଷା’ ଚଳଚ୍ଚିତ୍ରରେ ସିଦ୍ଧାନ୍ତ-ରଚନା ଯୋଡ଼ି ରହିଥିବାବେଳେ ଦ୍ଵିତୀୟଟିରେ ସିଦ୍ଧାନ୍ତ-ଅନୁଚୌଧୁରୀଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ‘ଅଗ୍ନିପରୀକ୍ଷା’ ଶୀର୍ଷକରେ ଏଯାବତ୍ ଦୁଇଥର...