ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି: ପୋଲିସ ପାଉନି ଟେର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଛି ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି। କାହିଁକି ଏବଂ କେମିତି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଲା ତାର ସୁରାକ ପାଉନି ପୋଲିସ।
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ...
ପୁରୀ-ଭୁବନେଶ୍ୱର ରାଜପଥରେ ଦୁର୍ଘଟଣା: ନାଲକୋ ସିଏମଡି ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ମଧ୍ୟରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟ ଗେଟ୍ ନିକଟରେ ଏକ ଟ୍ରାକ୍ଟର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍ରେ ଥିବା ନାଲ୍କୋ ସିଏମ୍ଡି ଡକ୍ଟର...
ସିଏଜି ରିପୋର୍ଟରେ ଧରାପଡ଼ିଲା ସତ: ରାଜସ୍ୱ ଆଦାୟରେ ଫେଲ୍ ମାରିଛନ୍ତି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଓଡ଼ିଶାର ସଫଳତା ଗୁଣଗାନ କରି ଚାଲିଥିବା ବେଳେ ସିଏଜି ରିପୋର୍ଟରେ କିନ୍ତୁ ଆଜି ସତ ଧରାପଡ଼ି ଯାଇଛି। ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସିଏଜି ତାଙ୍କ...
ସବ୍ କମିଟି ବୈଠକରେ ନିଷ୍ପତ୍ତି: ରତ୍ନଭଣ୍ଡାର ଯାଞ୍ଚ ହେବ, ଗହଣା ଆକଳନ ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ? ଏହି ପ୍ରଶ୍ନ ଉପରୁ ଏବେ ପରଦା ହଟିଛି। ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍ କମିଟି ବୈଠକ ପରେ ସ୍ପଷ୍ଟ ହୋଇଛି ଯେ ଭଣ୍ଡାର...
ବିକଳ୍ପ ନୀତି – ବିକଳ୍ପ ସରକାରର ନାରା ଦେଇ ଭୁବନେଶ୍ୱରରେ ଗର୍ଜିଲେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
"ସରକାର ଶିକ୍ଷକମାନଙ୍କର ବିକଳ୍ପ ଖୋଜୁଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଚାହୁଁଥିବା ସରକାରଙ୍କର ଏଣିକି ବିକଳ୍ପ ଖୋଜାଯିବ। ବିକଳ୍ପ ନୀତିକୁ ନେଇ ବିକଳ୍ପ ସରକାର ଗଠନ କରାଯିବ", କହିଛନ୍ତି ଓଡ଼ିଶା ସ୍କୁଲ...
୭ ଟଙ୍କାରେ ମିଳିବ କମ୍ପ୍ୟୁଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ସଫ୍ଟୱେୟାର କମ୍ପାନି ଆଇବିଏମ୍ ବିଶ୍ଵର ସବୁଠାରୁ ଛୋଟ କମ୍ପ୍ୟୁଟର ଉଦ୍ଭାବନ କରିବାକୁ ଯାଉଛି। ଏହାର ମୂଲ୍ୟ ରହିବ ମାତ୍ର ୭ଟଙ୍କା।
୭ଟଙ୍କାରେ ମିଳିବ କମ୍ପ୍ୟୁଟର। କଥାଟା ଯେତିକି ଆଶ୍ଚର୍ଯ୍ୟ ସେତିକି ରୋଚକ ମଧ୍ୟ।...
୩୧ମାର୍ଚ୍ଚକୁ ସରୁଛି ଜିଓର ପ୍ରାଇମ୍ ମେମ୍ବରସିପ୍: ଦ୍ଵନ୍ଦ୍ୱରେ ଗ୍ରାହକ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୧ ମାର୍ଚ୍ଚ ୨୦୧୮କୁ ସରୁଛି ଜିଓର ପ୍ରଇମ୍ ମେମ୍ବରସିପ୍ର ବୈଧତା। ଏହି ପ୍ରାଇମ୍ ମେମ୍ବରସିପ୍ ସେବା ସମାପ୍ତ ପରେ ଜିଓ ବ୍ୟବହାରକାରୀ କ’ଣ କରିବେ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପାଖାପାଖି ଦେଢ଼ବର୍ଷ...
ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ: ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକାୟୁକ୍ତ ସହ ରାଜସ୍ୱ ବିଭାଗ ପ୍ରସଙ୍ଗରେ ଆଲୋଚନା
ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ଆଦାୟ କମିଛି
ବାଲି ଚୋରା ଚାଲାଣକୁ ସ୍ୱୀକାର କଲେ ମନ୍ତ୍ରୀ
୧୦ଟି ତହସିଲରେ ଓଡ଼ିଶା ଶିଳ୍ପ...
ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ: ଜିତିଲେ ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ। ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ।
ଫେମିନା ମିସ୍ ଇଣ୍ଡିଆ ଓଡିଶା ହୋଇଛନ୍ତି...
ଏୟାର ଏସିଆର ଲୋଭନୀୟ ଅଫର୍: ମାତ୍ର ୧୯୯୯ ଟଙ୍କାରେ କରିପାରିବେ ବିଦେଶ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହୋଇଛି ବିମାନ ଯାତ୍ରା। ମାତ୍ର ୧୯୯୯ ଟଙ୍କାରେ ବିଦେଶ ଯାତ୍ରା କରିବା ସହ ୮୪୯ଟଙ୍କାରେ ଭାରତର ୧୩ଟି ସହରକୁ ବିମାନରେ ଯାତ୍ରା କରିପାରିବେ। ବିମାନଯାତ୍ରୀଙ୍କୁ ଏମିତି ଲୋଭନୀୟ ଅଫର୍ ଦେଇଛି...





















