ଭାଙ୍ଗୁଛି କଂଗ୍ରେସ ଘର: ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁଶୁଡୁଛି କଂଗ୍ରେସ ଘର। ଜଣକ ପରେ ଜଣେ ନେତା କଂଗ୍ରେସରୁ ଫେରାଇ ନେଉଛନ୍ତି ମୁହଁ। ଏହି ରେସ୍ରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ଏପ୍ରିଲ ୪ରେ...
ମୁଣ୍ଡରେ ଏଲଇଡି ଲାଇଟ୍ ଲଗାଇ ରତ୍ନଭଣ୍ଡାର ଯାଞ୍ଚ କରିବେ ବିଶେଷଜ୍ଞ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟଙ୍କ ଅବଧି ଶେଷ
ହୋଇପାରିଲାନି ରତ୍ନଭଣ୍ଡାର ଯାଞ୍ଚ
୨୮ରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ୨୯ରେ ଛତିଶା ନିଯୋଗର ବୈଠକ
ବୈଠକ ପରେ ହୋଇପାରେ ଯାଞ୍ଚ
ସରିଗଲା ହାଇକୋର୍ଟଙ୍କ ଅବଧି। ହେଲେ ଶ୍ରୀମନ୍ଦିରର...
ଫ୍ରିଜ୍ ଖାଦ୍ୟ ଖାଉଛନ୍ତି କି? ସାବଧାନ ହୋଇଯାନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରିଜ୍ ଖାଦ୍ୟ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରେଡ, ବିଲାତି, କଦଳୀ, ଲେମ୍ବୁ ଓ କମଳା, ମହୁ, ସବୁଜ ପତ୍ରର ପରିବା, ସେଓ...
ଦିଲ୍ଲୀରେ ମମତା, ତୃତୀୟ ସାମ୍ମୁଖ୍ୟ ପାଇଁ ଖୋଜୁଛନ୍ତି ସାହାରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣ କଂଗ୍ରେସ ଏବଂ ଅଣ ବିଜେପି ମେଣ୍ଟ ଗଠନ କରିବା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ତୃତୀୟ...
ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକଙ୍କ ସଫଳତାର ଆଉ ଏକ ଫର୍ଦ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜର ସ୍ଵତନ୍ତ୍ର ଆବିଷ୍କାର ପାଇଁ ସାରା ବିଶ୍ଵରେ ନାଁ କମାଇଥିବା ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକ ପୁଣି ଏକ ଆବିଷ୍କାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୋଲ୍-କା ନାମକ ଏହି ପାଓ୍ଵାର...
ଗୃହରେ ଲୋକାୟୁକ୍ତ ଝଡ଼, ମୁଲତବି ହେଲା ବିଧାନସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ
ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣାରେ ବସିଲେ
ଧାରଣାରେ ସାମିଲ ହେଲେ ବିରୋଧୀ ଦଳ ନେତା
ପରିସ୍ଥିତି ଅଣାୟତ୍ତ ହେବାରୁ ଗୃହ ବୁଧବାର ଯାଏଁ...
ମାଓ ମୁକାବିଲା: କୋରାପୁଟରେ ଡିଜିଙ୍କ ରଣନୀତି, କନ୍ଧମାଳରେ ମାଓ କ୍ୟାମ୍ପ ଛାରଖାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓ ଦମନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ଓଡ଼ିଶା ପୋଲିସ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସକୁ ବଡ଼ ସଫଳତା ମିଳିବା ପରେ ମଙ୍ଗଳବାର କନ୍ଧମାଳର କୁକୁଲାଝର ଜଙ୍ଗଲରେ ମିଳିଛି ସଫଳତା।...
ଖାପ୍ ପଞ୍ଚାୟତକୁ ଝଟକା ଦେଲେ ସୁପ୍ରିମକୋର୍ଟ: ଦୁଇ ପ୍ରାପ୍ତ ବୟସ୍କଙ୍କ ବିବାହ ରୋକିବା ବେଆଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନର କିଲିଂ ଓ ଖାପ୍ ପଞ୍ଚାୟତର ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟ। ନିଜ ଇଛାରେ ବିବାହ କରିଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆୟୋଜିତ...
ସାମି-ହସିନାଙ୍କ ସମ୍ପର୍କରେ ଆସିଲା ଟ୍ଵିଷ୍ଟ୍: ସାମିଙ୍କୁ ଭେଟିବାକୁ ଚାହୁଁଛନ୍ତି ହସିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନା ଜାହାଁଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧରେ ଆସିଛି ଆଉ ଏକ ଟ୍ଵିଷ୍ଟ୍।
ଭାରତୀୟ ଦ୍ରୁତ ବୋଲର୍...
ଅନୁପ ସାହୁ ହେଲେ ଭୁବନେଶ୍ଵର ନୂଆ ଡିସିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁପ ସାହୁ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି। ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ନେଇଛନ୍ତି ଅନୁପ ସାହୁ। ପୂର୍ବରୁ ଭଦ୍ରକ ଏସପି ଭାବେ କାର୍ଯ୍ୟରତ ଥିଲେ...





















