ଶୋକାକୁଳ ପରିବେଶରେ ଜନ୍ମ ମାଟିରେ ଜଳିଲା ସହିଦ୍ ମନୋରଞ୍ଜନଙ୍କ ଜୁଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁକମା ମାଓ ହମଲାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ମନୋରଞ୍ଜନ ଲେଙ୍କାଙ୍କୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ଅନ୍ତିମ ବିଦାୟ ଦିଆଯାଇଛି।
ଦେଶ ପାଇଁ ସହିଦ୍ ମନୋରଞ୍ଜନ ଲେଙ୍କାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟୀ। ଶୋକାକୁଳ...
ଡାଆଣୀ ହିଂସା ବିଲୋପରେ ଗଣମାଧ୍ୟମର ଭୂମିକା
ଶଶିପ୍ରଭା ବିନ୍ଧାଣୀ
ଗଣମାଧ୍ୟମ ହିଁ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଏକ ସ୍ୱଚ୍ଛ, ଦୃଢ଼ ଓ ଲୋକାଭିମୁଖୀ ଶାସନ ପ୍ରକ୍ରିୟା ବିଷୟରେ ଜନସାଧାରଣକୁ ତଥ୍ୟ ଦେଇପାରିବ।
ଡାଆଣୀ ଆରୋପଜନିତ ଅପରାଧର ପରିସୀମା ଓଡ଼ିଶା ବା ଭାରତବର୍ଷରେ ସୀମିତ ନୁହେଁ, ବିଶ୍ୱବ୍ୟାପୀ...
କରୀନାଙ୍କ ବ୍ୟାଡ୍ ଲକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୀନା କପୁର ଖାନ୍ ତାଙ୍କର କ୍ୟାରିଅର୍ ଦୀର୍ଘ ୧୮ ବର୍ଷର କ୍ୟାରିଅର୍ ଭିତରେ କେତେକ ଫିଲ୍ମକୁ ହାତଛଡ଼ା କରିଥିଲେ, ଯାହା ରିଲିଜ୍ ହେବା ପରେ ସୁପରହିଟ୍ ହୋଇଥିଲା।
ବଲିଉଡ୍ ଡିଭା କରିନା କପୁର...
ବିଜ୍ଞାନର ଭଗବାନ ଆଉ ନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍ ହକିଙ୍ଗଙ୍କ ପରଲୋକ ଘଟିଛି। ୧୯୭୪ରେ ‘ବ୍ଲାକ୍ ହୋଲ୍ସ’ ଉପରେ ଅସାଧାରଣ ରିସର୍ଚ୍ଚ କରି ବିଜ୍ଞାନ ଜଗତରେ ବିରାଟ ନାମ କମାଇଥିଲେ ଷ୍ଟିଫେନ୍।
ଷ୍ଟିଫେନ୍ ହକିଙ୍ଗ ଥିଲେ ଜଣେ...
ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ ଜିରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ିଲା ବ୍ୟାଙ୍କ-ମୋବାଇଲ ସହ ଆଧାର ଲିଙ୍କ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ନମ୍ବର, ପାସ୍ପୋର୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍କୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏସବୁଥିରେ ଆଧଶଣ ଲିଙ୍କ୍ ଏବେ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ...
ସରକାରଙ୍କ ସହ ଆଲୋଚନା ବିଫଳ, ଆଜିଠୁ ଗଡ଼ିବନି ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଗଡ଼ିବନି।
୩...
୬୫ ବିମାନର ଉଡାଣ ବାତିଲ, ଯାତ୍ରୀ ହନ୍ତସନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଗୋ ଏବଂ ଗୋ ଏୟାର କମ୍ପାନି ୬୫ଟି ବିମାନ ଉଡାଣକୁ ବାତିଲ କରିଛନ୍ତି। ଦେଶର ପ୍ରମୁଖ ସହରରୁ ଏହି ବିମାନ ଉଡାଣ ହେଉ ନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
ଯାତ୍ରୀଙ୍କ ସୁରକ୍ଷା ନଜରରେ...
୨୦୧୯ ପାଇଁ ରଣନୀତି: ସୋନିଆଙ୍କ ଡିନର ପାର୍ଟିରେ ସାମିଲ ହେଲେ ୨୦ ଦଳର ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା...
୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...





















