ବିଜ୍ଞାନର ଭଗବାନ ଆଉ ନାହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଟେନର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍ ହକିଙ୍ଗଙ୍କ ପରଲୋକ ଘଟିଛି। ୧୯୭୪ରେ ‘ବ୍ଲାକ୍ ହୋଲ୍ସ’ ଉପରେ ଅସାଧାରଣ ରିସର୍ଚ୍ଚ କରି ବିଜ୍ଞାନ ଜଗତରେ ବିରାଟ ନାମ କମାଇଥିଲେ ଷ୍ଟିଫେନ୍। ଷ୍ଟିଫେନ୍ ହକିଙ୍ଗ ଥିଲେ ଜଣେ...

ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ ଜିରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ିଲା ବ୍ୟାଙ୍କ-ମୋବାଇଲ ସହ ଆଧାର ଲିଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ ନମ୍ବର, ପାସ୍‌ପୋର୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌କୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏସବୁଥିରେ ଆଧଶଣ ଲିଙ୍କ୍‌ ଏବେ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ...

ସରକାରଙ୍କ ସହ ଆଲୋଚନା ବିଫଳ, ଆଜିଠୁ ଗଡ଼ିବନି ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଗଡ଼ିବନି। ୩...

୬୫ ବିମାନର ଉଡାଣ ବାତିଲ, ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଗୋ ଏବଂ ଗୋ ଏୟାର କମ୍ପାନି ୬୫ଟି ବିମାନ ଉଡାଣକୁ ବାତିଲ କରିଛନ୍ତି। ଦେଶର ପ୍ରମୁଖ ସହରରୁ ଏହି ବିମାନ ଉଡାଣ ହେଉ ନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଯାତ୍ରୀଙ୍କ ସୁରକ୍ଷା ନଜରରେ...

୨୦୧୯ ପାଇଁ ରଣନୀତି: ସୋନିଆଙ୍କ ଡିନର ପାର୍ଟିରେ ସାମିଲ ହେଲେ ୨୦ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା...

୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...

ରାଜ୍ୟସଭା ନିର୍ବାଚନ: ତିନି ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସସଭା ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ପ୍ରାର୍ଥିପତ୍ର ଯାଞ୍ଚ। ଯାଞ୍ଚ ପରେ ବିଜେଡିର ତିନି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ବିଜେଡି...

ଗୋଟିଏ ଛାତ ତଳେ ଏକାଠି ରହିବେ ବାହୁବଳୀ ଓ କଟ୍ଟପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପରହିଟ୍‌ ଫିଲ୍ମ ବାହୁବଳୀ ଫେମ୍ କଟ୍ଟପା ଗୋଟିଏ ଛାତ ତଳେ ଏକାଠି ରହିବାକୁ ଯାଉଛନ୍ତି। ପ୍ରଭାସଙ୍କ ପରେ କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛନ୍ତି। ବାହୁବଳୀର...

ଆଇଆଇଡି ବିସ୍ଫୋରଣ: ସହିଦ ୯ ଜଣଙ୍କ ଭିତରେ ଜଣେ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀଙ୍କ ଭୟଙ୍କର ବିସ୍ଫୋରଣରେ ୯ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ୯ ଜଣଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ। ଛତିଶଗଡ ସୁକମାରେ ନକ୍ସଲମାନେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯...