ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଦାହାସ୍ ଟି-୨୦ ସିରିଜ୍ରେ ଭାରତୀୟ କ୍ରିକେଟ ଟିମ୍ ଜବରଦସ୍ତ ବିଜୟ ହାସଲ କରିଛି। ବାଂଲାଦେଶକୁ ୬ ୱିକେଟରେ ପରାଜିତ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଟିମ୍...
ଅଂଶୁଘାତ ପାଇଁ ପ୍ରଶାସନର ପ୍ରସ୍ତୁତି: ମାର୍ଚ୍ଚ ୧୫ରୁ ଖୋଲିବ ନିୟନ୍ତ୍ରଣ କକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହରେ ଯେପରି ଧନଜୀବନ...
ନାରୀ ଆଗେଇଲେ ଦେଶ ଆଗେଇବ: ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ଗାନ୍ଧି ସ୍ମୃତି ଭବନଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଯୋଗ ଦେଇ ନାରୀମାନଙ୍କ...
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଅନୁପ ସାହୁ ହେଲେ ଭୁବନେଶ୍ୱରର ନୂଆ ଡିସିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୩୬ ଜଣ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ ହୋଇଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ଭୁବନେଶ୍ୱର...
କେନ୍ଦୁପତ୍ର କିଣା ମୂଲ୍ୟ ଉପରେ ତୋଳାଳିଙ୍କୁ ମିଳିବ ୧୦୦ ପ୍ରତିଶତ ବୋନସ୍ : ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
୨୦୧୮ ବର୍ଷ...
ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗାନ୍ଧିଙ୍କ ଅହିଂସା ବାର୍ତ୍ତାର ପ୍ରସାର
ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
[youtube https://www.youtube.com/watch?v=Jj5BMjH4iTs&w=560&h=315]
ଯିଏ ମାରେ ସେ ମଣିଷ/ ଯିଏ ମରେ ସେ ମଣିଷ। ଯିଏ ଜିତେ ସେ ମଣିଷ/ ଯିଏ ହାରେ ସେ ମଣିଷ।
ହଁ, ଏହା ହିଁ ତ ଆଜି ପୃଥିବୀର...
ସୋସିଆଲ ମିଡିଆରେ ଡାଲଖାଇ: ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନେଲରେ ଝୁମୁଛନ୍ତି ଦେଶବିଦେଶର ଦର୍ଶକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
[youtube https://www.youtube.com/watch?v=FEFBn95G3LU]
ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ଆଜି ଦେଶବିଦେଶରେ ପରିଚିତ। କେବଳ ଓଡ଼ିଶାର ସଂସ୍କୃତିପ୍ରେମୀ ନୁହନ୍ତି ଆଜି ସମ୍ବଲପୁରୀ ଧୁନ୍ ସହିତ ନାଚିଉଠୁଛନ୍ତି ବିଦେଶୀ ନାଗରିକ। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ...
ଗଣିଆ ବନାଞ୍ଚଳ କାଦୁଆ ଗାଁରୁ କଲରା ପତରିଆ ବାଘ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳର କାଦୁଆ ଗାଁରୁ ଗୁରୁବାର ସକାଳେ ଗୋଟିଏ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆର ବୟସ ୬ ମାସ ବୋଲି ବନ...
ମିଳିଲାନି ରାଜ୍ୟସଭା ଟିକେଟ: ଅସନ୍ତୋଷ ପ୍ରକାଶ କଲେ ଜ୍ୟୋତି ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବାର ଦିନକ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ରାଜ୍ୟସଭା ଟିକେଟ ନମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ମାର୍ଚ୍ଚ ୨୩ରେ ରାଜ୍ୟସଭା...
ସରିଲା ମାଟ୍ରିକ ପରୀକ୍ଷା: ମେ ୫ରେ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଅନିୟମିତତା ଭିତରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଏବେ ରେଜଲ୍ଟ ଉପରେ ସମସ୍ତଙ୍କ ନଜର।
ଗୁରୁବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ପରୀକ୍ଷା ଦେଇ ପିଲା ଖୁସି ମନାଇଛନ୍ତି।...





















