ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଅନୁପ ସାହୁ ହେଲେ ଭୁବନେଶ୍ୱରର ନୂଆ ଡିସିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୩୬ ଜଣ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ ହୋଇଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ଭୁବନେଶ୍ୱର...

କେନ୍ଦୁପତ୍ର କିଣା ମୂଲ୍ୟ ଉପରେ ତୋଳାଳିଙ୍କୁ ମିଳିବ ୧୦୦ ପ୍ରତିଶତ ବୋନସ୍ : ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୧୮ ବର୍ଷ...

ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗାନ୍ଧିଙ୍କ ଅହିଂସା ବାର୍ତ୍ତାର ପ୍ରସାର

ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି [youtube https://www.youtube.com/watch?v=Jj5BMjH4iTs&w=560&h=315] ଯିଏ ମାରେ ସେ ମଣିଷ/ ଯିଏ ମରେ ସେ ମଣିଷ। ଯିଏ ଜିତେ ସେ ମଣିଷ/ ଯିଏ ହାରେ ସେ ମଣିଷ। ହଁ, ଏହା ହିଁ ତ ଆଜି ପୃଥିବୀର...

ସୋସିଆଲ ମିଡିଆରେ ଡାଲଖାଇ: ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନେଲରେ ଝୁମୁଛନ୍ତି ଦେଶବିଦେଶର ଦର୍ଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ [youtube https://www.youtube.com/watch?v=FEFBn95G3LU] ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ଆଜି ଦେଶବିଦେଶରେ ପରିଚିତ। କେବଳ ଓଡ଼ିଶାର ସଂସ୍କୃତିପ୍ରେମୀ ନୁହନ୍ତି ଆଜି ସମ୍ବଲପୁରୀ ଧୁନ୍‌ ସହିତ ନାଚିଉଠୁଛନ୍ତି ବିଦେଶୀ ନାଗରିକ। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ...

ଗଣିଆ ବନାଞ୍ଚଳ କାଦୁଆ ଗାଁରୁ କଲରା ପତରିଆ ବାଘ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳର କାଦୁଆ ଗାଁରୁ ଗୁରୁବାର ସକାଳେ ଗୋଟିଏ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆର ବୟସ ୬ ମାସ ବୋଲି ବନ...

ମିଳିଲାନି ରାଜ୍ୟସଭା ଟିକେଟ: ଅସନ୍ତୋଷ ପ୍ରକାଶ କଲେ ଜ୍ୟୋତି ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବାର ଦିନକ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ରାଜ୍ୟସଭା ଟିକେଟ ନମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୩ରେ ରାଜ୍ୟସଭା...

ସରିଲା ମାଟ୍ରିକ ପରୀକ୍ଷା: ମେ ୫ରେ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଅନିୟମିତତା ଭିତରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଏବେ ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ଗୁରୁବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ପରୀକ୍ଷା ଦେଇ ପିଲା ଖୁସି ମନାଇଛନ୍ତି।...

ଏମ୍ସ ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଗଲେ କମିଶନରେଟ ପୋଲିସର ୩ଜଣିଆ ଟିମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲ ଅଜାଜଙ୍କ ନିଖୋଜ ଘଟଣାରେ ଦିଲ୍ଲୀ ଯାଇଛନ୍ତି କମିଶନରେଟ ପୋଲିସର ଏକ ତିନି ଜଣିଆ ଟିମ। ଦିଲ୍ଲୀସ୍ଥିତ ନିଜ ସମ୍ପର୍କୀୟଙ୍କ ଘରେ ସୋହେଲ ଅଜାଜ ଥିବା ସୂଚନା...

ସବୁଠି ନାରୀର ଜୟ ଜୟକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେ ସ୍ୱାଧୀନ, କିନ୍ତୁ ଆମେ ସ୍ୱେଚ୍ଛାଚାରୀ ନୋହୁଁ।… ଆମକୁ କାହାର ଦୟାର ଆବଶ୍ୟକତା ନାହିଁ।…  'ସଂରକ୍ଷଣ ଅଧିକାର' ନୁହେଁ ବରଂ ଆମକୁ ମିଳିବା ଦରକାର 'ଆମ ଅଧିକାର' ।… ୫୦-୫୦ ପୃଥିବୀର...

ମହିଳା ପାଇଲଟଙ୍କୁ ନିଯୁକ୍ତି ଦେବାରେ ଭାରତ ବିଶ୍ୱରେ ନଂ ୧

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ପାଇଲଟ୍ ନିଯୁକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା। ବିଶ୍ୱସ୍ତରରେ ପେସାଦାର ମହିଳା ପାଇଲଟଙ୍କ ହାରାହାରି ନିଯୁକ୍ତି ହାର ୫.୪ ପ୍ରତିଶତ ରହିଥିବା ଭାରତରେ ଏହା ୧୨ ପ୍ରତିଶତ। ନିଜ ଦକ୍ଷତା ବଳରେ ଭାରତୀୟ...