କନରାଡ୍ ସାଙ୍ଗମା ହେଲେ ମେଘାଳୟ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ଟି ବିଧାନସଭା ଆସନ ପାଇଥିବା କଂଗ୍ରେସକୁ ମେଘାଳୟରେ ନିରାଶ ହେବାକୁ ପଡ଼ିଛି। ୪ଟି ଦଳର ସମର୍ଥନରେ କନରାଡ୍ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମେଘାଳୟ...
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଟକ ଯୁବକର ପଲିଗ୍ରାଫ୍ ଟେଷ୍ଟ କରିପାରେ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୌଦ୍ଧ ଅଞ୍ଚଳର ଜଣେ ଯୁବକ ଅଟକ
ଅଟକ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା
ପଲିଗ୍ରାଫ ଟେଷ୍ଟ ସମ୍ଭାବନା
କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ...
ଦ୍ଵିତୀୟ ବିବାହ କଲେ ମିଳିବ ପୁରସ୍କାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ବିବାହ କରିବା ଅନେକ ଦେଶରେ ଆଇନତଃ ଅପରାଧ ହୋଇଥିବାବେଳେ ୟୁଏଇରେ ଦ୍ଵିତୀୟ ବିବାହ କଲେ ମିଳିବ ପୁରସ୍କାର।
ସଂଯୁକ୍ତ ଅରବ ଏମିନେଟ୍ସ (ୟୁଏଇ) ଏମିତି ଏକ ଦେଶ ଯେଉଁଠି ଦ୍ଵିତୀୟ ବିବାହ...
ଏପ୍ରିଲ ୩ରେ ତିନି ଏନଏସିରେ ଭୋଟ୍: ଲାଗୁ ହେଲା ଆଚରଣ ବିଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୋଳ-ଅତାବିରା-ନୂଆପଡ଼ା ଏନଏସି ପାଇଁ ବାଜିଲା ବିଗୁଲ୍
ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ
୧୯ରେ ପ୍ରାର୍ଥିପତ୍ର ଯାଞ୍ଚ
ଏପ୍ରିଲ ୫ରେ ଭୋଟ ଗଣତି
୨୦୧୩ରେ ତିନି ଏନଏସିକୁ କବ୍ଜା...
ଦିଲ୍ଲୀରେ କୁନ୍ଦୁଲି ତାତି: ସଂସଦ ମାର୍ଗରେ କଂଗ୍ରେସ ନେତାଙ୍କ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀରେ କଂଗ୍ରେସ ନେତା ଓ ପୀଡ଼ିତାଙ୍କ ପରିବାରବର୍ଗ ଧାରଣାରେ ବସିଛନ୍ତି। ସିବିଆଇ ତଦନ୍ତ ଦାବି କରିଛନ୍ତି।
ଦିଲ୍ଲୀରେ ଦେଖିବାକୁ ମିଳିଛି କୁନ୍ଦୁଲି ତାତି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ...
ରାଜ୍ୟସଭା ଟିକେଟ ପାଇଁ ଲବି ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପ୍ରାର୍ଥୀତ୍ଵକୁ ନେଇ ପ୍ରକାଶ ପାଇଛି ଅନେକ କଳ୍ପନାଜଳ୍ପନା। ପ୍ରକୃତରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ସେ କଥା ନିର୍ଭର କରେ ଦଳର ସଭାପତି ନବୀନଙ୍କ ଉପରେ।
ଆସନ୍ତା ମାସରେ ଖାଲିପଡ଼ୁଥିବା...
ଆଉ ଏକ ଅଭିଯୋଗ: ପୂର୍ବରୁ ବିବାହ କରିଥିଲେ ମଦୁଆ ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହା ବେଦିରେ ତାଣ୍ଡବ କରି ଥାନାରେ ବିବାହ କରିବାର ୨୪ ଘଣ୍ଟା ନପୂରୁଣୁ ମଦ୍ୟପ ଯୁବକଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ।
ବାହା ବେଦିରୁ ଉଠି ଥାନାରେ ବିବାହ କରିଥିବା...
କାଶ୍ମିର ଛାତ୍ର ନିଖୋଜ ମାମଲା: ତୁରନ୍ତ ପଦକ୍ଷେପ ନେବାକୁ ନବୀନଙ୍କୁ ମୁଫତିଙ୍କ ଅନୁରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏମ୍ସରୁ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମିର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅନୁରୋଧ।
ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର...
ବିଧାୟିକା ଭାବେ ଶପଥ ନେଲେ ରିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ବିଧାୟିକା ଭାବେ ଶପଥ ନେଇଛନ୍ତି ରିତା ସାହୁ। ଫଳରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୮ରେ ପହଞ୍ଚିଛି।
ବିଜେପୁରର ବିଧାୟିକା ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ରିତା ସାହୁ। ବିଧାନସଭାରେ...
ପୁଣି ମା’ ହେଲେ ସନ୍ନି
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଣ୍ଣଷ୍ଟାରରୁ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି ପୁଣିଥରେ ମା’ ହୋଇଛନ୍ତି। ଗତବର୍ଷ ଗୋଟିଏ ଝିଅକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାବେଳେ ଏବେ ସେ ଯାଆଁଳା ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।
ଅଭିନେତ୍ରୀ...





















