ମାଳଦୀପରେ ରାଜନୈତିକ ସଙ୍କଟ: ସଂସଦରୁ ସାଂସଦଙ୍କୁ ଟାଣି ଆଣିଲେ ସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଳଦୀପରେ ରାଜନୈତିକ ସଙ୍କଟ ଲାଗି ରହିଛି। ମଙ୍ଗଳବାର ସଂସଦକୁ ଘେରାଉ କରିଥିବା ସେନା ବୁଧବାର ସଂସଦକୁ କବ୍‌ଜା କରିଛି। ମାଳଦୀପରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଲାଗି ରହିଛି ଅସ୍ଥିରତା। ଶାସନ କଳକୁ...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧ ହଜାର କୋଟି ଟଙ୍କାର ଠକେଇ: ସବୁ ବ୍ୟାଙ୍କକୁ ରିପୋର୍ଟ ତଲବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖାରେ ବଡ଼ ଠକେଇର ପର୍ଦ୍ଦାଫାଶ ହୋଇଛି। ୧୧ ହଜାର ୩୬୦ କୋଟି ଟଙ୍କାର ଠକେଇ ହୋଇଛି। ସେୟାର ବଜାର ପକ୍ଷରୁ ଏହି ସୂଚନା ଦିଆଯିବା...

ନବୀନ-ମୋଦିଙ୍କ ଆଲୋଚନାର ମୁଖ୍ୟ ବିଷୟ ‘ବିଜୁବାବୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୨୦ ମିନିଟର ଆଲୋଚନା କେବଳ ବିଜୁବାବୁଙ୍କ ଜୀବନୀ ଉପରେ ହୋଇଥିବା ନବୀନ...

ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ମହାଦୀପ ଦର୍ଶନକୁ ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁଠି ଓମ୍‌ ନମଃ ଶିବାୟର ଉଚ୍ଚାରଣ। ମହାଶିବରାତ୍ରି ପାଇଁ ଶିବମୟ ହୋଇ ଯାଇଛି ସାରା ପରିବେଶ। ଉପବାସ କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବ ପୀଠରେ ଜାଗର ଜାଳି ମହାଦେବଙ୍କ ଦର୍ଶନ କରିଛନ୍ତି। ମହାଶିବରାତ୍ରି...

ଦିଲ୍ଲୀ ଗସ୍ତରେ ନବୀନ: କହିଲେ, “ବିଜେପୁରରେ ବଡ଼ ବ୍ୟବଧାନରେ ଜିତିବୁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ଡିସେମ୍ବରରେ ହେବାକୁ ଥିବା ହକି ୱାର୍ଲ୍ଡ କପ୍ ସମୀକ୍ଷା ବୈଠକରେ ଯୋଗଦେବେ। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ...

ଅଇଁଠାପାଲି ହାଜତ ମୃତ୍ୟୁ: ୨୫ରେ ରାଷ୍ଟ୍ରପତିଙ୍କୁ ଫେରାଦ ହେବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ। ନ୍ୟାୟ ଦାବିରେ ୨୫ ତାରିଖରେ ଗ୍ରାମବାସୀଙ୍କୁ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିବ। ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ...

ପାଣ୍ଡିଆନ୍ ମାମଲା: ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋବର ମାଡ଼ ଘଟଣାରେ କମିଶନରେଟ ପୋଲିସର ତନାଘନା ଗିରଫ ସଂଖ୍ୟା ୬କୁ ବୃଦ୍ଧି ଝାରପଡ଼ା ଜେଲରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ ବାସଭବନକୁ ବିଜେପି କର୍ମୀ...

ଜାଣନ୍ତୁ ଡାକଘରେ ନିବେଶକରି କେମିତି ପାଇବେ ଆୟକର ରିହାତି

ଓଡ଼ିଶାଲାଇଭ୍‍ ଟ୍ୟାକ୍ସଗୁରୁ ବ୍ୟାଙ୍କଗୁଡ଼ିକ ଭଳି ଭାରତୀୟ ଡାକ ବିଭାଗ ମଧ୍ୟ ଯୋଗାଇ ଦେଉଛି ବିଭିନ୍ନ ଯୋଜନା, ଯେଉଁଠି ନିବେଶକରି ଆପଣ ପାଇପାରିବେ ଆୟକର ରିହାତି। ୨୦୧୭-୧୮ ଆର୍ଥିକ ବର୍ଷ ସରିବାକୁ ବସିଛି। ସବୁ ଆୟକରଦାତାଙ୍କ ଚିନ୍ତା...

ଏୟାର ଓଡ଼ିଶାକୁ ମିଳିଲା ଅନୁମତି, ଗୁଜୁରାଟରୁ ଆରମ୍ଭ ହେବ ଉଡାଣ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏୟାର ଓଡ଼ିଶା ଆରମ୍ଭ କରିବ ବିମାନ ସେବା। ଯାତ୍ରୀ ଉଡାଣ ପାଇଁ ଏୟାର ଓଡ଼ିଶାକୁ ମିଳିଲା ଲାଇସେନ୍ସ। ଫେବ୍ରୁଆରି ମାସ ୧୭ ତାରିଖରୁ ମୁନ୍ଧ୍ରାରୁ ଅହମ୍ମଦାବାଦ ମଧ୍ୟରେ ଏୟାର ଓଡ଼ିଶାର...

ଓଡ଼ିଆ ପୁଅକୁ ଇଂଲଣ୍ଡ ବୋହୂ: ତାମିଲନାଡୁରେ ପ୍ରେମ ଗଞ୍ଜାମରେ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ସାଜି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ।...