ଓଟିଭି ବିରୋଧରେ ବିଜେଡିର ଅଭିଯୋଗ: ବିଜେପିକୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି। ମୈଦାନ୍‌ରେ ବହୁତ୍‌ ପ୍ରାର୍ଥୀ ଅଛନ୍ତି, କେବଳ ବିଜେପି ପ୍ରାର୍ଥୀଙ୍କ ପାଇଁ ଖବର ପ୍ରସାରଣ କରୁଛି ଓଟିଭି ବୋଲି ଅଭିଯୋଗ ଆଣିଛି...

ପଦ୍ମ ଧରିଲେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ଼ ଅଭିନେତ୍ରୀ ମହାଶ୍ୱେତା ରାୟ ରାଜନୀତିରେ ପାଦ ଦେଇଛନ୍ତି। ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ରାଜନୀତିରେ ବି ଭୋଟରଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି ମହାଶ୍ୱେତା। ବିଜେପୁର...

ଘରେ ବସି ପଠାଇପାରିବେ ଟଙ୍କା; ହ୍ୱାଟସଆପ ଆଣିଲା ନୂଆ ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବ ନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ  ଅତି ସହଜରେ ନିଜ ପ୍ରିୟଜନଙ୍କୁ ଟଙ୍କା ପଠାଇପାରିବେ। ବିଶ୍ୱର ସବୁଠାରୁ...

ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଆମରି ଗାଁ ଝିଅ’, ‘ଭାଇ ଭାଇ’, ‘ମା’, ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପାର୍ବତୀ ଘୋଷ ଆଉ ନାହାନ୍ତି। ବିଶିଷ୍ଟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ...

ମସ୍କୋରେ ବିମାନ ଦୁର୍ଘଟଣା: ୭୧ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଋଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ପ୍ରାୟ ୭୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏସିଆନ୍ ମିଡିଆର ସୂଚନା ଅନୁଯାୟୀ, ଋଷିଆର ଘରୋଇ...

ଫେବ୍ରୁଆରି ୧୪ ଯାଏଁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳରେ ରବିବାର ରାତିରୁ ହୋଇପାରେ ବର୍ଷା। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁଚାପ ଓ ଟ୍ରାପ୍‌ଲାଇନ୍ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ...

ଆବୁଧାବିରେ ନିର୍ମାଣ ହେବ ହିନ୍ଦୁ ମନ୍ଦିର: ପ୍ରଧାନମନ୍ତ୍ରୀ କଲେ ଶିଳାନ୍ୟାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଆବୁଧାବିରେ ନିର୍ମାଣ ହେବ ଭବ୍ୟ ହିନ୍ଦୁ ମନ୍ଦିର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଶିଳାନ୍ୟାସ। ୟୁଏଇ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେମୋଦି...

ବିଜେପୁର ଉପ-ନିର୍ବାଚନ: ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପୁରବାସୀ ବିଜେପିକୁ ଭୋଟ ଦେବେ ବୋଲି ଧର୍ମେନ୍ଦ୍ର...

ପାଣ୍ଡିଆନଙ୍କ ପାଇଁ ଏକାଠି ହେଲେ ଆଇଏଏସ୍ ଅଫିସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ  ସପକ୍ଷରେ ବାହାରିଛି ଆଇଏଏସ୍‌ ଅଫିସର ସଂଘ। ରାଜ୍ୟ ଅତିଥି ଭବନରେ ଏକ ଜରୁରୀ ବୈଠକ କରି ସଂଘ ପାଣ୍ଡିଆନଙ୍କ ସପକ୍ଷରେ ରହିଥିବା ସ୍ପଷ୍ଟ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଅଣ୍ଡା ମାଡ଼ କରିଥିବା ମହିଳାଙ୍କ ଉପରୁ ହଟିବ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ସବୁ ମାମଲା ହଟାଇ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼...