‘ବନ୍ଦେ ଉତ୍କଳ ଜନନୀ’ ଗାଇବେ ୫୦ହଜାର ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ 'ବନ୍ଦେ ଉତ୍କଳ ଜନନୀ ଗାନ କରିବେ।
ଆସନ୍ତା ୧୫ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଏଭଳି...
ହାଇକମାଣ୍ଡଙ୍କ ୬ ଧାଡ଼ିଆ ପ୍ରେସ୍ ରିଲିଜକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥଣ୍ଡା ପଡ଼ି ଯାଇଥିବା କଂଗ୍ରେସ ଶିବିରରେ ପୁଣି ହଟଚମଟ ଆରମ୍ଭ ହୋଇଛି। ୬ ତାରିଖରେ ୬ ଧାଡ଼ିଆ ପ୍ରେସ୍ ରିଲିଜ ଏଆଇସିସିରୁ ଆସିବା ପରେ କଂଗ୍ରେସ ଶିବିର ଗରମ୍ ହୋଇଯାଇଛି। ରାହୁଲ...
ୱିକେଟ କିପର ରିଦ୍ଦିମାନ୍ ଶାହାଙ୍କ କମାଲ୍: ୧୦ଟି କ୍ୟାଚ ନେଇ ଧୋନି-ମଙ୍ଗିଆଙ୍କୁ ପଛରେ ପକାଇଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱିକେଟ୍ ପଛରେ ଛିଡ଼ା ହୋଇ କମାଲ୍ ଦେଖାଇଛନ୍ତି ଟିମ୍ ଇଣ୍ଡିଆର ରିଦ୍ଦିମାନ୍ ଶାହା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୧୦ଟି କ୍ୟାଚ ନେଇ ଧୋନି ଏବଂ ମଙ୍ଗିଆଙ୍କୁ ପଛରେ ପକାଇଛନ୍ତି...
‘ପଦ୍ମାବତୀ’ ହେଲା ‘ପଦ୍ମାବତ୍’: ରାଜସ୍ଥାନରେ ହେବନି ରିଲିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମାବତୀକୁ ନେଇ ଚର୍ଚ୍ଚା ଥମୁନି। ଏହି ଫିଲ୍ମର ନାଁ ବଦଳିଥିଲେ ହେଁ ରାଜସ୍ଥାନରେ ବିରୋଧ ଥମିବାର ନାଁ ଧରୁନି। ଫିଲ୍ମଟି ଯଦି ଜାନୁଆରି ୨୫ରେ ମୁକ୍ତିଲାଭ ହୁଏ ତାହାଲେ ରାଜସ୍ଥାନରେ ରିଲିଜ...
ତାମିଲ୍ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି
ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍
ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି...
ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼: ବିଜେପୁର ରାଜନୀତି ଗୋଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଗର୍ଜିଛି ବନ୍ଧୁକ। ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି ବିଜେପି। ବିଜେପି ଅଭିଯୋଗର ବିଜେଡି ଦେଇଛି...
ମେଫେୟାର ଲାଗୁନ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=lFw8VFtDazo]
ଇଏସ୍ଆଇ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟକ୍ରମ
ମେଫେୟାରର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସ୍ଵଚ୍ଛତା ଅଭିଯାନରେ ସାମିଲ୍
ହସ୍ପିଟାଲ୍ ପରିସରକୁ ସଫା କଲେ ୨୦୦ରୁ ଅଧିକ କର୍ମଚାରୀ
ସାରା ଭାରତରେ ହସ୍ପିଟାଲିଟି କ୍ଷେତ୍ରରେ...
ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି
୧୪ଟି ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ଦୋଳନ
୧୭ ତାରିଖ ଯାଏଁ ଚାଲିବ ଧାରଣା
ଚାଷୀଙ୍କ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଧାନର...
ଏକଲବ୍ୟ ପୁରସ୍କାର ପାଇଲେ ହକି ତାରକା ଦୀପସାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପୁରୁଷ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ତଥା ଓଡ଼ିଶାର ଯୁବ ଖେଳାଳି ଦୀପ୍ସାନ ତିର୍କୀ ୨୦୧୮ ମସିହା ପାଇଁ ପାଇଛନ୍ତି ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ଟ୍ରଫି ଓ...
ଅନ୍ତର୍ଜାତୀୟ ବିଜ୍ଞାନ ମେଳାରେ ଭାଗ ନେବେ ଭୁବନେଶ୍ଵର ଡିଏଭି ସ୍କୁଲର ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତର୍ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା୨୦୧୮ରେ ଭୁବନେଶ୍ଵର ୮ନମ୍ବର ଡିଏଭି ସ୍କୁଲର ଛାତ୍ର ନୈସର୍ଗିକ ଯୋଗଦେବେ। ଆମେରିକାର ପିଟସବର୍ଗରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଭାଗନେବା ପାଇଁ ଦିଲ୍ଲୀରେ...





















