ଫେବୃଆରୀ ୮ରୁ ଅଯୋଧ୍ୟା ବିବାଦର ଶୁଣାଣି, ଜାଣନ୍ତୁ ପୂରା ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦର ଶୁଣାଣି ଆରମ୍ଭ ହବାର ଥିଲା। କିନ୍ତୁ ଏହାକୁ ଆସନ୍ତା ଫେବୃଆରୀ ୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରାମ ଜନ୍ମଭୂମି ବିବାଦକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏଣିକି ଦୈନନ୍ଦିନ ଶୁଣାଣି...
କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ
ନୀଳାମ୍ବର ରଥ
କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ...
ବରଗଡ଼ର ଧନୁଯାତ୍ରା: ଏକ ବିରଳ ନାଟ୍ୟଧାରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ 'ଓଡ଼ିଶାଲାଇଭ୍'ର ସ୍ୱତନ୍ତ୍ର ପ୍ରୟାସ।
ଓଡ଼ିଶାର ‘ଭାତହାଣ୍ଡି’...
ଭୁଲ୍ ବୁଝାମଣା ସମ୍ପର୍କରେ ଚିଠିଟିଏ
ଡକ୍ଟର ହରପ୍ରସନ୍ନ ଦାସ
ନିଜକୁ ଥରେ ପଚାରି ଦେଖିବା କେହି କ’ଣ ଅନ୍ୟ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟାକୁ କେବେବି ଚାହିଁବ। ଟିକେ ନିଜ ସହିତ କଥା ହେଲେ ଆମେ ନିଜେ ଅନୁଭବ କରିପାରିବା...
ବାହାଘର ଭୋଜି ନଖାଇବାର ମଜା
ଡକ୍ଟର ହରପ୍ରସନ୍ନ ଦାସ
ବାହାଘର ହେଉ ବା ବ୍ରତଘର ହେଉ ଅବା ଯେ କୌଣସି ପ୍ରକାରର ପାରିବାରିକ ଉତ୍ସବଗୁଡ଼ିକରେ ପୂର୍ବପରି ଆଉ ଆନ୍ତରିକତା ନାହିଁ। ସଂସ୍କାରମୂଳକ ଆତିଥ୍ୟ ତ ଦୂରର କଥା, ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ...
ମହିଳା ବିରୋଧୀ ହିଂସା ରୋକିବାରେ ରାଜ୍ୟ ସରକାର ଫେଲ୍, ପ୍ରତିବାଦ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଶାସନରେ ଓଡିଶାର ମହିଳାମାନେ ଅସୁରକ୍ଷିତ। ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଆଜି ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ବରେ ମହିଳାମାନେ...
ବିବାଦରେ ଭର୍ତ୍ତୃହରିଙ୍କ ବୟାନ: କହିଲେ, ‘ଡିସେମ୍ବର ୨୫ ନୁହେଁ ଯୀଶୁଙ୍କ ଜନ୍ମଦିନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାଦୀୟ ମନ୍ତବ୍ୟ ଏବଂ ନିବନ୍ଧକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ଭର୍ତ୍ତୃହହରି ମହତାବ ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ...
କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...
ଶଶି କପୁରଙ୍କ ବିଷୟରେ ୧୦ଟି ଜାଣିବା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ହିନ୍ଦୀ ସିନେମାର ପିତାମହ ଭାବେ ପରିଚିତ ପୃଥ୍ୱୀରାଜ କପୁରଙ୍କ ଘରେ ୧୯୩୮ ମାର୍ଚ୍ଚ ୧୮ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୭ ଡିସେମ୍ବର ୪ରେ ତାଙ୍କର ଦେହାନ୍ତ ହୋଇଛି। ଶଶି କପୁର...
ପରଲୋକରେ ଶଶି କପୁର: ୭୯ ବର୍ଷ ବୟସରେ ଛାଡ଼ିଲେ ଶେଷ ନିଶ୍ୱାସ
ଓଡ଼ିଶାଲାଇଭ୍ ବ୍ୟୁରୋ
୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ଛାଡ଼ିଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଶଶି କପୁର। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖିବୁଜିଛନ୍ତି ଏହି ଅଭିନେତା।
ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଶଶି କପୁର ଆଉ...




















