ମା’ ପାଇଁ ଚିଠିଟିଏ
ଡକ୍ଟର ହରପ୍ରସନ୍ନ ଦାସ
ଫୋନ୍ରେ କଥା ହେଲାବେଳେ ଅବା ମୁହାଁମୁହିଁ କଥା ହେବା ସମୟରେ ମୁଁ ଚାହିଁକରି ବି ମୋ ମନର କଥା କହିପାରିନାହିଁ। ବୋଧହୁଏ ମୁଁ ତତେ ମୁହାଁମୁହିଁ କହିବା ପାଇଁ ମନରେ...
ପ୍ରଦୂଷଣ ରୋକିବା ପାଇଁ ଆସୁଛି ବିଦ୍ୟୁତ ଚାଳିତ କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ି ଚାଲିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର। ପେଟ୍ରୋଲ-ଡିଜେଲ୍ ଚାଳିତ କାର୍ ଯୋଗୁଁ ପରିବେଷ ହେଉଛି ପ୍ରଦୂଷିତ। ଏଥିପାଇଁ ବହୁ ପରିବେଶବିତ୍ ଚିନ୍ତାବ୍ୟକ୍ତ କରୁଛନ୍ତି। ଏହାଛଡ଼ା ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଗାଡ଼ି...
ଆରମ୍ଭ ହେଲା ଅନୁସୂଚିତ ଜାତି-ଜନଜାତି କଳାବସ୍ତୁ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ ତାରିଖ ଯାଏଁ ଚାଲିବ ମେଳା
ମେଳାରେ ସ୍ଥାନ ପାଇଛି ୧୦ଟି ରାଜ୍ୟର ଜନଜାତି କଳାକୃତି
ଜନଜାତି କଳାକୃତି ପାଲଟିଛି ମେଳାର ଆକର୍ଷଣ
ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ...
ବିଜେଡିର ୨୦୧୯ କସରତ! ‘ବିଜୁ ଯୁବ ବାହିନୀ’ ଗଠନ ଉପରେ ସରକାରଙ୍କ ଫୋକସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁରରୁ ବିଜେଡି ଆରମ୍ଭ କରିଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ। ତୃଣମୂଳ ସ୍ତରର ଯୁବକଙ୍କୁ ଏକାଠି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଶେଷ ନହେଉଣୁ ଏପଟେ ଶନିବାର କ୍ରୀଡ଼ା...
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆନ୍ତଃରାଜ୍ୟ କାଉନସିଲ୍ କମିଟି ବୈଠକରେ ଯୋଗଦେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ହେବାକୁ ଥିବା ୧୨ତମ ଆନ୍ତଃରାଜ୍ୟ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ୨୬ରେ ଭୁବନେଶ୍ବର ଫେରିବେ।
ତିନି ଦିନିଆ ନୂଆଦିଲ୍ଲୀ...
ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମିଳିବ କେବେ?
ଓଡ଼ିଶାଲାଇଭ୍ ଫିଚର
ଓଡ଼ିଶା ରସଗୋଲା ଓ ହଳଦୀ ପରେ ଏବେ ନୟାଗଡ଼ ଛେନାପୋଡ଼ ଚିନ୍ତା। ତେବେ ଏହାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବେ କିଏ?
ନୟାଗଡ଼ର ଛେନାପୋଡ଼ର ଜନ୍ମ ଦଶପଲ୍ଲାର ସାତପଟଣା
ଆକସ୍ମିକ...
ବିବାଦରେ ପୁଣି ଦାମ: କହିଲେ, ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ବିବାଦୀୟ ବୟାନ୍ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଅଡ଼ୁଆରେ ପଡ଼ିଛନ୍ତି।
"ଜୟୀ ରାଜଗୁରୁ...
ବୁଲା ନିଶା – ବିଜୁ ପଟ୍ଟନାୟକ (ଦ୍ୱିତୀୟ ଭାଗ)
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁବାବୁଙ୍କ ଉଦ୍ଦାମ, ଉଚ୍ଚାଭିଳାଷୀ ତଥା ସ୍ୱପ୍ନପ୍ରବଣ ତାରୁଣ୍ୟର ଏକ ଚମତ୍କାର ଅଭିବ୍ୟକ୍ତି ‘ବୁଲାନିଶା’। ସେ ରେଭେନ୍ସାରେ ପଢ଼ିଲା ବେଳେ ତାଙ୍କର କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ)...
ଆପଣଙ୍କ ଦୁଆର ମୁହଁରେ କାର୍ ୱାସିଂ ପାଇଁ ‘ବୁକ୍ ଏ ୱାସ’
ଓଡ଼ିଶାଲାଇଭ୍ ବ୍ୟୁରୋ
କାର୍ରେ ଧୂଳି ଜମିଥିବାରୁ ଚିନ୍ତାରେ ପଡ଼ିଛନ୍ତି କି? ଗାଡ଼ି ଧୋଇବା ପାଇଁ ସମୟ ନାହିଁ ଭାବୁଛନ୍ତି କି? ଏବେ ଏସବୁର ଚିନ୍ତା ଦୂର କରିଛି 'ବୁକ୍ ଏ ୱାସ୍'। ଗୋଟିଏ ଫୋନ୍...
ବୁଲା ନିଶା – ବିଜୁ ପଟ୍ଟନାୟକ (ପ୍ରଥମ ଭାଗ)
ଓଡ଼ିଶାଲାଇଭ୍ ବ୍ୟୁରୋ
‘ବୁଲାନିଶା’ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନିଜ ଭ୍ରମଣର ଅନୁଭୂତି। ଏହି ଲେଖାଟି ୧୯୩୪ ମସିହାରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୩୮ଶ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ...





















