ନରସିଂହଙ୍କ ଯୁଗ ଶେଷ! ୨୦୧୯ ନିର୍ବାଚନ ଲଢ଼ିବେନି କଂଗ୍ରେସର ବରିଷ୍ଠ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତ୍ୟକ୍ଷ ନିର୍ବାଚନରୁ ସନ୍ନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ଆଜି ଏନେଇ ସେ ସ୍ପଷ୍ଟ କରିଛନ୍ତି। ୭୯ ବର୍ଷ ହୋଇଯାଇ ଥିବାରୁ ସେ ୨୦୧୯ ନିର୍ବାଚନ ଲଢ଼ିବେନି ବୋଲି...

୨୪ ଦିନରେ ଆନ୍ଦୋଳନ: ପିଏମ୍‌ଜି ରାସ୍ତାରେ ‘କୁମାରପୂର୍ଣ୍ଣିମା’ ପାଳିଲେ ଅଙ୍ଗନୱାଡି କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ କିଛି ନା କିଛି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥାଏ। ବିଗତ ଦିନରେ ଧାରଣାରତ ଶିକ୍ଷକମାନେ ଚପଲ ପଲିସିଠାରୁ ଆରମ୍ଭ କରି ମାଣବସା ଏବଂ ଗଣେଶ ପୂଜା କରିବା...

ସାହିତ୍ୟରେ ନୋବେଲ୍‌ ପାଇବେ ‘କାଜୁଓ ଇସିଗୁରୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିସିନ୍ ଏବଂ କେମିଷ୍ଟ୍ରିରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବା ପରେ ଗୁରୁବାର ସାହିତ୍ୟରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ବ୍ରିଟେନର କାଜୁଓ ଇସିଗୁରୋ ସାହିତ୍ୟରେ ନୋବେଲ୍ ପାଇବା...

କଟକରେ ଦୁଇ ସାହି ମୁହାଁମୁହିଁ, ବୋତଲ-ଢେଲାମାଡ଼ରେ ବେହାଲ୍‌ ସିଲ୍‌ଭରସିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତି ହୋଇଯାଇଛି ସିଲ୍‌ଭରସିଟି କଟକ। ରାଜାବଗିଚା ଅଞ୍ଚଳର ଦୁଇ ସାହି ମଧ୍ୟରେ ଘଟିଛି ଗଣ୍ଡଗୋଳ। ସର୍ବାଦୟପୁର ଏବଂ ନାୟକ ସାହିର ଲୋକେ ହୋଇଛନ୍ତି ମୁହାଁମୁହିଁ। ପୂଜା ଭସାଣରୁ ଲାଗି ରହିଥିବା ଚାପା...

ରେଳବାଇ ଟେଣ୍ଡର ଦୁର୍ନୀତି: ଲାଲୁ ଯାଦବଙ୍କୁ ଖୋଳିତାଡ଼ି ପଚାରିଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ରେଳବାଇ ଟେଣ୍ଡ ଦୁର୍ନୀତି ଏବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମହଙ୍ଗା ପଡ଼ିଛି। ଲାଲୁ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବ ସିବିଆଇ ସ୍କାନରରେ ରହିଛନ୍ତି। ଦୁଇ ଦୁଇଥର ତାରିଖ...

ପେଟରୁ ବାହାରିଲା ଦେଢ କିଲୋ ସୁନା ବିସ୍କୁଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଇଜାଗର ଏକ ହସ୍ପିଟାଲରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ପେଟରୁ ୧୪ଟି ସୁନା ବିସ୍କୁଟ ବାହାର କରାଯାଇଛି। ସୂଚନା ଅନୁସାରେ ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମରୁ ଅଧିକ ହେବ, ଯାହାର ଆନୁମାନିକ...

ସର୍ଜିକାଲ୍ ଅଠା: ୬୦ ସେକେଣ୍ଡରେ କ୍ଷତପୂରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାରୀ ଉଦ୍ଭାବନ। ବୈଜ୍ଞାନିକମାନେ ଏପରି ସର୍ଜିକାଲ ଅଠା ବିକଶିତ କରିଛନ୍ତି ଯାହା ମାତ୍ର ୬୦ ସେକେଣ୍ଡରେ ବଡ଼ ବଡ଼ କ୍ଷତ ପୂରଣ କରିବାକୁ ସମର୍ଥ ହେବ।...

ତେଲ ଦର ହ୍ରାସ: ବନ୍ଧା ପଡ଼ିଲେ ମୋଦି ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ତୈଳ ଦର ଗତ କିଛିଦିନ ଧରି ବୃଦ୍ଧି ପାଇବା ଫଳରେ ବିରୋଧୀ ଦଳର ଚାପ ଓ ସଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ମୋଦି ସରକାର ବୁଧବାର ଦିନ ଏକ୍ସାଇଜ୍ ଡ୍ୟୁଟିରେ...

ବମିଖାଲ ଓଭରବ୍ରିଜ ଟ୍ରାଜେଡି: ବ୍ଲାକ ଲିଷ୍ଟେଡ ହେବ ‘ପଣ୍ଡା ଇନ୍‌ଫ୍ରା’

ଓଡ଼ିଶାଲାଇଭ୍ ବ୍ୟୁରୋ ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ବ୍ଲାକ ଲିଷ୍ଟେଡ ହେଉ 'ପଣ୍ଡା ଇନ୍‌ଫ୍ରା' କମ୍ପାନି। ୩ ଇଞ୍ଜିନିୟରଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ। ଏମିତି କଡ଼ା ସୁପାରିଶ କରିଛନ୍ତି ରୋଡ ଆଣ୍ଡ ଡିଜାଇନ୍ ମୁଖ୍ୟଯନ୍ତ୍ରୀ।...

ଜଷ୍ଟିସ୍‌ଙ୍କ ଘରେ ସିବିଆଇ ପଶିବା ଘଟଣା: କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସି.ଆର୍‌ ଦାଶଙ୍କ ବାସଭବନରେ ସିବିଆଇ ରାତି ଅଧରେ ପଶିବା ଘଟଣା ନୂଆ ମୋଡ଼ ନେଇଛି। ବୁଧବାର ସିବିଆଇ ପକ୍ଷରୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ...