ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା

ଭାସ୍କର ମିଶ୍ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କ ରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ। ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏହି...

ଭିଜୁଛି ଓଡ଼ିଶା, ଜୁଲାଇ ୫ ଯାଏଁ ଆହୁରି ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଝିପି ଝିପି ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେରଶ୍ଵସ୍ଥିତ...

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ ସ୍ଵତନ୍ତ୍ର ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି। ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରମୁଖ ସଚିବ ଓ ସ୍ଵତନ୍ତ୍ର ସଚିବ। ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ଵତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ...

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗର ଯୁଗ୍ମ ନିର୍ଦ୍ଦେଶ ଦୟାନିଧି ବାଗ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୟାନିଧି ବାଗଙ୍କ ୮ଟି ଠିକଣା ଉପରେ ଚଢ଼ଉ ଜାରି...

ଡେଙ୍ଗୁଠାରୁ କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=7uVz2mW-XoA ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି। ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ, ଡେଙ୍ଗୁ ହେଲେ କ’ଣ...

ବାଲେଶ୍ଵର: ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଜନସ୍ୱାସ୍ଥ୍ୟ କର୍ମଶାଳା ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁର): ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି...

“ଲାଜ ଛାଡ଼ିବା, ଚାଲ ପିରିୟଡ୍ସ ବିଷୟରେ ଖୋଲି କଥା ହେବା”

ପ୍ରଣତି ପରିଡ଼ା “Let’s Talk Periods – ଏହା କେବଳ ତିନୋଟି ଶବ୍ଦ ନୁହେଁ। ଏହି ଖଣ୍ଡବାକ୍ୟ ଭିତରେ ଅସଲରେ ରହିଛି ସଚେତନତାର ଏକ ଗୂଢ଼ ବାର୍ତ୍ତା। ଏହି ବାର୍ତ୍ତା କେବଳ କିଶୋରୀ ବାଳିକା...

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପରମ୍ପରା

ଡକ୍ଟର ବିଶ୍ୱରଞ୍ଜନ ଦାସ ରଥ ଏକ ଚଳନ୍ତି ଦେଉଳ। ବେଦିକ ଶାସ୍ତ୍ରାନୁଯାୟୀ- “ଆତ୍ମାନୁରଥୀନ ବିଦ୍ଧି ଶରୀର ରଥମେବତୁ”। ଶରୀର ଯେପରି କେତେଗୁଡ଼ିଏ ନାଡ଼ି ଦ୍ୱାରା ଆବଦ୍ଧ, ମହାପ୍ରଭୁଙ୍କ ରଥ ସେହିପରି ଅର, ନାଭି, ଚକ୍ର...

ଚାଲ ପିରିୟଡ୍‌ସ ବିଷୟରେ କଥା ହେବା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rr4V6yPwzlc ମାସିକ ଋତୁସ୍ରାବ ବା ପିରିୟଡ୍‌ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ...