ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍ଏଲ୍ଆଇଏନ୍ ବଣ୍ଟନର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍ଏଲ୍ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ପ୍ରାପ୍ତ କରିଛି। ରାଜ୍ୟ ସ୍ୱାସ୍ଥ୍ୟ...
ପାରାଦୀପରୁ ଦୂରଉଛି, ପଶ୍ଚିମବଙ୍ଗ ମୁହାଁଉଛି ଅମ୍ପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଉଛି ବାତ୍ୟା ଅମ୍ପନ। ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା। ପାରାଦୀପଠାରୁ ଦୂରେଇ ଏହା ଏବେ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି। ଏହାସହ...
ରାଜ୍ୟରେ ନିଲାମ ହେବ ୪୦ଟି ଖଣି – ପ୍ରଫୁଲ୍ଲ ମଲ୍ଲିକ
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ନିଲାମ ହେବ ୪୦ଟି ଖଣି। ଏନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପୂର୍ବରୁ ୭ଟି ଖଣି ନିଲାମ ସରିଛି। ସମୁଦାୟ ୪୭ଟି ଖଣି ନିଲାମ ହେବ ବୋଲି...
ହଟ୍ ସିଟ୍ ଚିତ୍ରକୋଣ୍ଡା – ଦାଦା ଓ ଝିଆରୀଙ୍କ ଭିତରେ ଲଢ଼େଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ଆସନରେ ଏଥର ଏକ ରୋଚକ ଲଢ଼େଇ ହେଉଛି।ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ମାତ ଦେବେ।
ଦାଦା ବିଜେଡିରୁ ଠିଆ ହୋଇଥିଲା ବେଳେ ଝିଆରୀ...
ଜମ୍ମୁ କଶ୍ମୀରରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ ରହିଛି। ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପିଡିପି ବହୁତ...
ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକୁମ୍ଭ ମେଳାରେ ବୁଧବାର ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାକୁମ୍ଭରେ ସାମିଲ...
ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ବ ଚାମ୍ପିୟନ ହେଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ ୨୦୨୪ର ଚାମ୍ପିୟନ ହୋଇଛି ଭାରତ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ...
ନିଜ ଅଧିକାର ପାଇଁ ଝିଅମାନେ ସ୍ଵର ଉଠାଇବା ଜରୁରୀ – ପ୍ରଭାତୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/77fzQFzuGco
“ସଚେତନା ହେବା ସହ ଅନ୍ୟାୟ ବିରୋଧରେ ସ୍ଵର ଉଠାଇଲେ କର୍ମକ୍ଷେତ୍ରରେ ମହିଳାମାନଙ୍କର ନିରାପତ୍ତା ସୁରକ୍ଷିତ ରହିବ। ଯଦି ଆମେ ଚୁପ ରହିବା ତେବେ ଏହା ଅପରାଧ ଓ ଅପରାଧୀଙ୍କୁ ବଳ ଯୋଗାଇବ”,...
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ: ୨୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ଭୀଷଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି। ଗତ ୩ ଦିନ ହେଲାଣି ସାରାଦେଶରେ ଏହି ଭୟଙ୍କର ପରିସ୍ଥିତି ଲାଗି ରହିଛି। ମଙ୍ଗଳବାର ସୁଦ୍ଧା ମୃତକଙ୍କ...
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଙ୍କୁ ଗୁଳିକରି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ନିକଟରେ ଏହି ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା। ତେବେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ସାମ୍ନାରେ ତାଙ୍କୁ...


















