ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ସମ୍ମାନ ଓ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତିଙ୍କୁ ମିଳିବ 'ଉଦୟ ପ୍ରତିଭା’ ପୁରସ୍କାର।
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ...
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନରେ ଏଗ୍ରିକଲ୍ଚର୍ ଫିଲ୍ଡ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (କେନ୍ଦ୍ରୀୟ ମହିଳା କୃଷି ସଂସ୍ଥା) ଅଧୀନରେ ଏଗ୍ରିକଲ୍ଚର୍ ଫିଲ୍ଡ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୯ ତାରିଖ ସକାଳ ୧୧ଟା...
ଜମି ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ – ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ। ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଜାମପାଣି ଗାଁରେ। ତାଙ୍କୁ ସେହି...
କେମିତି କରିବେ ପାନ୍ କାର୍ଡ ସହ ଆଧାର ନମ୍ବର ଲିଙ୍କ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାର ପାନ ଓ ଆଧାରକାର୍ଡ ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ଯାଏଁ ଥିଲା କିନ୍ତୁ ସରକାର ଏହାର ସମୟସୀମା ସେପ୍ଟେମ୍ବର ୩୦, ୨୦୧୯କୁ...
ମହାରାଷ୍ଟ୍ରରେ ହେବ ଶିବସେନା ସରକାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ ବାଟ ଫିଟୁଛି। ଏକଥା ନିଜେ ଉଦ୍ଧବ ଠାକ୍ରେ ଶିବସେନା ବିଧାୟକ ଦଳ ବୈଠକରେ କହିଥିବା ବିଧାୟକ ଭାସ୍କର ଯାଦବ କହିଛନ୍ତି। ସରକାର...
ଭରତପୁର ଥାନା ମାମଲା: ପଲିଗ୍ରାଫ ଟେଷ୍ଟ ପାଇଁ କାଲି ଗୁଜରାଟ ଯିବେ ୪ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଆଉ ୪ ଜଣ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏଥିପାଇଁ କ୍ରାଇମବ୍ରାଞ୍ଚକୁ...
ପ୍ରି-ଡାଏବେଟିସର ଆଶଙ୍କା କାହାକୁ ଅଧିକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=7gk_2gM8Ea4
ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍ ଡେ'। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା...
କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ?
ନୀଳାମ୍ବର ରଥ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଏହି ଆଲେଖ୍ୟ।
ବ୍ରିଟିଶ୍ ସରକାରଙ୍କ ଅଧୀନରେ ପାଇଲଟ୍ ଚାକିରି କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଏକଦା ଜେଲ୍ ଯିବାକୁ ପଡ଼ିଥିଲା।...
ପୁଲଓ୍ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପଦଯାତ୍ରା କଲା ଏବିଭିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲଓ୍ୱାମା ଆକ୍ରମଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୦ ଫୁଟ ଲମ୍ବା ଏକ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାରେ...
ଅନ୍ତର୍ଜାତୀୟ ବଜାରରେ ଉତ୍ପାଦନ ହ୍ରାସ ଯୋଗୁଁ ବଢୁଛି ତେଲ ଦର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ତେଲ ଦର ୧୦୦ ଛୁଇଁ ଥିବାବେଳେ, ଆଉ କିଛି ରାଜ୍ୟରେ ୯୦ ପାର ହୋଇସାରିଲାଣି। ତେଲ ଦରରେ...


















