ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡିକୁ ଘେରିଲେ ବିଜେପି ପ୍ରଭାରି ପୁରନ୍ଦେଶ୍ୱରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲେ ରାଜ୍ୟ ବିଜେପି ପ୍ରଭାରି ଡି ପୁରନ୍ଦେଶ୍ୱରୀ। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲେ...

ଫୋକସରେ ଗୁଜୁରାଟ: ୮୯ ଆସନ ପାଇଁ ଶନିବାର ଭୋଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଶନିବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ୧୯ ଜିଲ୍ଲାର ୮୯ଟି ନିର୍ବାଚନମଣ୍ଡଳୀରେ ଭୋଟର ମତଦାନ କରିବେ। କଚ୍ଛର ୬ଟି ଆସନ, ସୌରାଷ୍ଟ୍ରର...

ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣ ହୋଇଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ରବିବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ପାଇଁ...

ଦ୍ୱିତୀୟ ବିବାହ କରିବେ ଦିଆ ମିର୍ଜା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତା ବରୁଣ ଧଓ୍ୱନଙ୍କ ପରେ ବଲିଉଡରେ ପୁଣିଥରେ ସାହାନାଇ ବାଜିବାକୁ ଯାଉଛି। ବଲିଉଡର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ଫେବ୍ରୁଆରି ୧୫ରେ ବିଜନେସ୍‌...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ। ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଭିଡ଼। ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। କୁମାର ପୂର୍ଣ୍ଣିମା...

କୋଲକାତାରେ ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାରେ ପ୍ରଥମଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ। ବୁଧବାର ଏଠାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଲାଇନର ଲୋକାର୍ପଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାୱଡା ଷ୍ଟେସନରେ ସବୁଜ...

ଆକାଶ ପାଠକଙ୍କ ଠକେଇ ରହସ୍ୟ ଖୋଲିବାକୁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ୍ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବା ଆଇଏଫଏସ୍‌ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଠକେଇ ରହସ୍ୟ ଖୋଲିବ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଆକାଶ ପାଠକ କରିଥିବା...

ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ଦର୍ଶନ ଲାଗି ଆରମ୍ଭ ହେବ ସ୍ୱତନ୍ତ୍ର ଝୁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ପୁରୀ ଶ୍ରୀମନ୍ଦିରରେ ଭିନ୍ନକ୍ଷମମାନେ ବହୁତ ସହଜରେ ଠାକୁରଙ୍କ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ଲାଗି ସ୍ଵତନ୍ତ୍ର ଝୁଲାର ବ୍ୟବସ୍ଥା କରାଯିବ। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମନ୍ଦିର ପ୍ରଶାସନ...

ବାପୁଙ୍କ ହତ୍ୟାକାରୀ ଗଡସେଙ୍କୁ ଦେଶଭକ୍ତ କହିଥିଲେ – ଆଜି ଲୋକସଭାରେ ଭୁଲ ମାଗିଲେ ପ୍ରଜ୍ଞା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ନିଜର ଏହି ମନ୍ତବ୍ୟ ପାଇଁ ବହୁ ବିବାଦରେ ଫସିବା ପରେ ଆଜି ଲୋକସଭାରେ ଭୁଲ...

ନିର୍ବାଚନ ପରେ ବଦଳିଗଲା ବିଜେଡି-ବିଜେପି ସମ୍ପର୍କ : ‘ସମଦୂରତା’ ଛାଡ଼ି ଏବେ ସମର୍ଥନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ନିର୍ବାଚନ...