ଓଡ଼ିଶାରେ ଆଜି ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆଗକୁ ଆହୁରି ଅସହ୍ୟ ହେବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଉପର ମୁହାଁ ପାରଦ। ଶୁକ୍ରବାର ଦିନ ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା। ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି...
ରାଜଭବନ ରାସ୍ତାରେ ଯାତାୟତ ଉପରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଯାତାୟତ ଉପରେ କଟକଣା ଲାଗିଛି। ସୁରକ୍ଷା କାରଣରୁ କଟକଣା ଜାରି ହୋଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି...
ଗୁଗଲ ଡୁଡଲରେ ଭାରତର ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମହାପର୍ବ ପାଇଁ ପୁଣି ଗୁଗଲ ଡୁଡଲ ପ୍ରସ୍ତୁତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସମ୍ମାନ ପ୍ରଦାନ କରିଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା...
ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁଭବ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଓଡ଼ିଶାକୁ...
କରୋନା ମୁକାବିଲା: ଭୁବନେଶ୍ୱରରେ ଖୋଲିବ ୨୫ଟି କ୍ୱାରେଣ୍ଟାଇନ୍ ସେଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛନ୍ତି ରାଜ୍ୟ ସରକାର। ଆଜି ଗୃହ ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଚିଠି ଲେଖି ଅସ୍ଥାୟୀ କ୍ୱାରେଣ୍ଟାଇନ୍...
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଜୁଲାଇ ମାସର ପ୍ରତି ଶନି ଓ ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ରହିବ ସଟ୍ଡାଉନ୍। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ...
ଜାଣନ୍ତୁ ଆଜିର ରାଶିଫଳ – (୨୬ ମାର୍ଚ୍ଚ ୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ଦ୍ଵାଦଶୀ ଦିବା ୦୮:୨୧:୩୬ ଗତେ ତ୍ରୟୋଦଶୀ ତିଥି। ସିଂହଚନ୍ଦ୍ର ଅହୋରାତ୍ର। ମଘା ରାତ୍ରି...
ସୃଜନାତ୍ମକ ଭାବନା
ଡକ୍ଟର ହରପ୍ରସନ୍ନ ଦାସ
(ଦ୍ୱିତୀୟ ଭାଗ)
ସୃଜନାତ୍ମକ ଭାବନା ସମସ୍ତଙ୍କ ପାଖରେ ଥିଲେ ମଧ୍ୟ ସୃଜନାତ୍ମକ ଭାବନାରେ ଯେଉଁ ସବୁ ବାଧା ଦେଖାଯାଇଥାଏ ସେ ବିଷୟରେ ଆଲୋଚନା:
ଆତ୍ମବିଶ୍ୱାସର ଅଭାବ
ସୃଜନାତ୍ମକ ଭାବନାର ଦକ୍ଷତା ସମସ୍ତଙ୍କ ପାଖରେ ରହିଛି...
ଜାଣନ୍ତୁ ଆଜିର ରାଶିଫଳ – (୧୦ ଡିସେମ୍ବର ୨୦୨୦, ଗୁରୁବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଗୁରବାର ମାର୍ଗଶିର କୃଷ୍ଣ ଦଶମୀ ଦିବା ୧୨:୫୧:୪୬ ଗତେ ଏକାଦଶୀ ତିଥି। କନ୍ୟାଚନ୍ଦ୍ର...
ଆଜି ୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ସତର୍କ ରହିବାକୁ ପାଣିପାଗ ବିଭାଗର ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୬ଟି ଜିଲ୍ଲାରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଏବଂ କେନ୍ଦୁଝର। ସାଟେଲାଇଟରୁ ମିଳିଥିବା...

















