ରାଜ୍ୟରେ ଆଉ ୬୪୭ ପଜିଟିଭ – ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୨୩ ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୬୪୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୨୧୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ...
ଜାଣନ୍ତୁ ଆଜିର ରାଶିଫଳ – (୨୨ ଜାନୁଆରି ୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଶୁକ୍ରବାର ପୌଷ ଶୁକ୍ଳ ନବମୀ ସନ୍ଧ୍ୟା ୦୬:୨୯:୩୪ ଗତେ ଦଶମୀ ତିଥି।...
ତୁର୍କୀ ଭୂମିକମ୍ପ: ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ଗଲା ୨ଟି ଏନଡିଆରଏଫ୍ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁର୍କୀରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ଵଂସ ହୋଇଛି ଅନେକ ସହର। ଏଥିରେ ପ୍ରାୟ ୪୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେବି ଘର ଗୁଡ଼ିକର ଭଗ୍ନାବଶେଷରେ ଫସି ରହିଛନ୍ତି ଅନେକ ଲୋକ।...
ବିଦେଶ ଯିବେ ପ୍ରଥମ ଡଙ୍ଗରିଆ ମହିଳା ତିଞ୍ଜା ଜାକେସିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡଙ୍ଗରିଆ କନ୍ଧଙ୍କ ପାଇଁ ଖୁସିର ଦିନ। ଏହି ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ତିଞ୍ଜା ଜାକେସିକା ପାଇଛନ୍ତି ପାସପୋର୍ଟ। ପାସ୍ପୋର୍ଟ ପାଇବା ପରେ ସେ ଯିବେ ବିଦେଶ। ନିୟମଗିରି ପାହାଡ଼ରେ ବାସ...
୭ ବର୍ଷ ପିଲାର ପାଟିରୁ ବାହାରିଲା ୫୨୬ଟି ଦାନ୍ତ!
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ। ଏହି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇର ଏକ ୭ ବର୍ଷର ପିଲା...
ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ଚୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ବାଲିସାହି ଫାଣ୍ଡି ଅଞ୍ଚଳରେ ବୁଧବାର ରାତିରେ ୮ ବର୍ଷର ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ଚୋର।
ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା।...
ଚୀନ ପ୍ରରୋଚନାରେ ପାକିସ୍ତାନର ପ୍ରୟାସ – ପିଓକେରେ କରିବ ପଞ୍ଚମ ପ୍ରଦେଶ
କମଳାକାନ୍ତ ପତି
ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଗିଲଗିଟ୍-ବଲ୍ଟିସ୍ତାନକୁ ପଞ୍ଚମ ପ୍ରଦେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଚୀନକୁ ସନ୍ତୁଷ୍ଟ କରିବା ସକାଶେ ଇମ୍ରାନ ଏହି ପଦକ୍ଷେପ...
ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ ହାତେଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ଦିନିକିଆକୁ ୭ ଓ୍ଵିକେଟରେ ଜିତି ସିରିଜ ଅକ୍ତିଆର କଲା ଭାରତ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ...
ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଗୃହ ନିର୍ମାଣ ଋଣ ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି। ଏବେ ଗୃହ ନିର୍ମାଣ ସହାୟତା ରାଶି ୨୫...
ମଧ୍ୟପ୍ରଦେଶରେ ବକେୟା ବିଦ୍ୟୁତ ବିଲ୍ ଛାଡ଼ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କାଳରେ ଲୋକମାନଙ୍କ ବକେୟା ବିଦ୍ୟୁତ ବିଲକୁ ଛାଡ କରିଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଲୋକମାନେ ବିଦ୍ୟୁତ...


















