ମାର୍ଚ୍ଚ ୨୬ରେ ଓଡ଼ିଶା ଆସିବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଅମିତ...

ବର୍ଷକୁ ଗୋଟିଏ ଦିନ ମହାପ୍ରଭୁଙ୍କୁ ଲାଗି ହୁଏ ରସଗୋଲା ଭୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=icgKMxfLNY4] ଚଳିତବର୍ଷ ରଥଯାତ୍ରାର ଆଜି ଶେଷ ଦିନ। ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ। ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି...

ଦେଶରେ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୭୬ହଜାର ପଜିଟିଭ୍ ଚିହ୍ନଟ, ୩୮୭୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଏବେ ଦୈନିକ ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୭୬ହଜାର ୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ...

ମହାନଦୀ ଟ୍ରିବ୍ୟୁନାଲ: ନବୀନ ସରକାରଙ୍କ ପାଇଁ ଭଲ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଟ୍ରିବ୍ୟୁନାଲକୁ ଗ୍ରୀନ୍ ସିଗନାଲ ଦେଇଛି କେନ୍ଦ୍ର କ୍ୟାବିନେଟ। ଏହି ସବୁଜ ସଙ୍କେତ ଆସିବା ପରେ ଏହା ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ଭଲ ଖବର ବୋଲି କୁହାଯାଉଛି। ନବୀନ ପଟ୍ଟନାୟକଙ୍କ ସରକାର...

ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡ଼ିଶା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଆଜି ରାଜ୍ୟ ସଚିବାଳୟରେ ଉଚ୍ଚ ସ୍ତରୀୟ ବୈଠକ ବସିଛି। ଏହି ବୈଠକରେ ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁ ଭୂଷଣଙ୍କ ସହିତ ମୁଖ୍ୟ ଶାସନ...

Election Update @9AM (୨୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଚାଲିଛି ଭୋଟିଂ – ଅନ୍ତିମ ପର୍ଯ୍ୟାୟରେ ୯୫ ଲକ୍ଷ ୬୩୫ ଭୋଟର ସାବ୍ୟସ୍ତ କରିବେ ମତଦାନ ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ...

ବିଶ୍ୱ ହୃଦୟ ଦିବସ – କେବେଠୁ ଓ କାହିଁକି ପାଳିତ ହେଉଛି?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’(World heart day) ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ...

କସୌଟି ଜିନ୍ଦେଗୀ କୀ ୨ରେ ଏଣ୍ଟ୍ରି କରିବେ ମିଷ୍ଟର ବଜାଜ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ କସୌଟି ଜିନ୍ଦେଗୀ କି ୨ରେ ଆଗାମୀ ଏପିସୋଡରେ ବଡ଼ ଟୁଇଷ୍ଟ ଦେଖିବାକୁ ମିଳିବ। ସୋ’ରେ ମିଷ୍ଟର ବଜାଜ ନାଁରେ ଏଣ୍ଟ୍ରି କରିବେ ଜଣେ ନୂଆ ଅଭିନେତା।...

ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜୟପୁରରୁ ସୋମବାର ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ହାଇଦ୍ରାବାଦରୁ ମାଲକାନଗିରି ଟ୍ରକ ଯାଉଥିଲା ବେଳେ ଜୟପୁର ଟାଉନ ଥାନା ପୋଲିସ ଏହି ଟ୍ରକ୍‌ ଜବତ କରିଛି। ଟ୍ରକ୍‌...

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ଡିସେମ୍ବର ସୁଦ୍ଧା ସରିବ ବାକି ୧୭୭୧ ହାଇସ୍କୁଲର କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ବାକିଥିବା ଆଉ ୧ ହଜାର ୭୭୧ଟି ହାଇସ୍କୁଲର ରୂପାନ୍ତରଣ...