ଏୟାର ଏସିଆର ଲୋଭନୀୟ ଅଫର୍: ମାତ୍ର ୧୯୯୯ ଟଙ୍କାରେ କରିପାରିବେ ବିଦେଶ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହୋଇଛି ବିମାନ ଯାତ୍ରା। ମାତ୍ର ୧୯୯୯ ଟଙ୍କାରେ ବିଦେଶ ଯାତ୍ରା କରିବା ସହ ୮୪୯ଟଙ୍କାରେ ଭାରତର ୧୩ଟି ସହରକୁ ବିମାନରେ ଯାତ୍ରା କରିପାରିବେ। ବିମାନଯାତ୍ରୀଙ୍କୁ ଏମିତି ଲୋଭନୀୟ ଅଫର୍ ଦେଇଛି...
ରବି ଋତୁରେ ବିଭିନ୍ନ ରାଜ୍ୟରୁ ଡାଲି, ତୈଳବୀଜ ଓ ଗହମ ସଂଗ୍ରହ କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ରବି ଋତୁରେ ଗତ ୨ ତାରିଖ ସୁଦ୍ଧା ୨,୬୮୨ କୋଟି ଟଙ୍କାର ଏମଏସପି ମୂଲ୍ୟରେ ୨ ଲକ୍ଷ ୬୧ ହଜାର ୫୬୫ ମେଟ୍ରିକ ଟନ ଡାଲି ଓ ୩ ଲକ୍ଷ...
ଓକିଲମାନେ କାହିଁକି ପିନ୍ଧନ୍ତି ଧଳା ସାର୍ଟ ସହ କଳା କୋଟ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ହେଉ କି ବାସ୍ତବ ଜୀବନ, ଆପଣ ଓକିଲମାନଙ୍କୁ ସବୁବେଳେ କଳା କୋଟ୍ ଏବଂ ଧଳା ସାର୍ଟରେ ହିଁ ଦେଖିଥିବେ। ଆପଣ କେବେ ଭାବିଛନ୍ତି କି ଓକିଲମାନେ କଳା ରଙ୍ଗର କୋଟ୍...
ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳଲାଗି ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଷୋଡ଼ଶ ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳଲାଗି ନୀତି ଆରମ୍ଭ ହୋଇଛି। ୧୦୮ ଗରା ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପରମ୍ପରା ଆରମ୍ଭ ହୋଇଛି।
ଶୀତଳା ମନ୍ଦିର...
ଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି: ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋର୍ ୩ଟାରେ ମଙ୍ଗଳ ଆଳତୀ
ଭୋର ସାଢ଼େ ୩ଟା, ଅପରାହ୍ଣ ୪ଟା ଏବଂ ରାତି ୧୦ଟାରେ ସାହାଣମେଲା ଦର୍ଶନ
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ
...
ଦ୍ୱିତୀୟ ଡୋଜ୍ ଟିକା ନେବା ପରେ କରୋନା ଆକ୍ରାନ୍ତ ହେଲେ ୫୭ ବର୍ଷୀୟ ବୃଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟିକା ନେବାର ଦଶ ଦିନ ପରେ ଟିଟିଲାଗଡ଼ର ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନା ପିଜିଟିଭ ବାହାରିଛନ୍ତି। ତାଙ୍କୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କ...
‘ହାଓଡି ମୋଦୀ’ ଭଳି ଗୁଜରାଟରେ ହେବ ‘ହାଓଡି ଟ୍ରମ୍ପ’ – ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ହାଓଡି ମୋଦୀ’ ଭଳି ଭାରତର ଗୁଜରାଟରେ ଆୟୋଜିତ ହେବ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବା ସହ ଆମେରିକାର ନାଗରିକତ୍ୱ ପାଇଥିବା ଭାରତୀୟମାନଙ୍କୁ ଭୋଟ ଭିକ୍ଷା...
ଭିଜୁଛି ଓଡ଼ିଶା, ମେ’ ୩୧ ଯାଏଁ ଆହୁରି ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ମେ’ ୩୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...
‘ଚାଣକ୍ୟ ନୀତି : ‘କାଚ’ କେବେ ‘ମଣି’ ସହ ସମାନ ହୋଇପାରେନା
ଓଡ଼ିଶାଲାଇଭ୍ ଅନୁଚିନ୍ତା
(ଭାରତୀୟ ସଭ୍ୟତା ଓ ସଂସ୍କୃତି ଭିତରେ ରହିଛି ଏମିତି ଅନେକ ଗୁଢ଼ ଜ୍ଞାନ ଯାହାକି ଦୈନନ୍ଦିନ ଜୀବନ ପରିଚାଳନା କ୍ଷେତ୍ରରେ ଆମକୁ ମାର୍ଗଦର୍ଶନ ଦେଇଥାଏ। ତା’ ମଧ୍ୟରେ ଚାଣକ୍ୟ ନୀତି ଏକ...
ସଂସଦରେ ପିଆଜ ଚର୍ଚ୍ଚା – ନିର୍ମଳା କହିଲେ, ମୁଁ ପିଆଜ ଖାଏନି, ଚିଦାମ୍ବରମ ପଚାରିଲେ ଆଉ କ’ଣ ଖାଆନ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମିନ ପାଇ ଜେଲରୁ ମୁକୁଳିବା ପରେ ଗୁରୁବାର ସଂସଦରେ ପହଞ୍ଚିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ। ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁ...


















