ଭୁବନେଶ୍ଵର: ବଦଳିଲା ଏୟାର ଏସିଆ ବିମାନର ସମୟ
ଓଡ଼ିଶାଲାଇଭ ବ୍ୟୁରୋ
ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ଏଣିକି ବିମାନ ରାତି ୯ଟାରେ କୁଆଲା ଲମ୍ପୁରରୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ପୁଣି ୯ଟା ୩୦ ମିନିଟରେ ବିମାନ ଭୁବନେଶ୍ଵରରୁ...
୪୮ ଘଣ୍ଟାରେ ପ୍ରବଳ ବର୍ଷା, ୧୫ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ ବ୍ୟୁରୋ
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୪୮...
ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜେରିଆନ ଡେଲିଭରି, ଅଡିଟ ପାଇଁ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକରେ କିଛି ବର୍ଷ ହେବ ସିଜେରିଆନ ପ୍ରସବ ବା ଡେଲିଭରିରେ ବୃଦ୍ଧି ଘଟିଛି। ଏହା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏବେ ଚିନ୍ତାର କାରଣ...
ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଭୋଟରଙ୍କୁ ମନେଇବାକୁ ଲାଗିପଡ଼ିଛନ୍ତି ପ୍ରାର୍ଥୀମାନେ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବେ ଦଳର ସଭାପତି ନବୀନ...
ମୟୂରଭଞ୍ଜ: ଦୁର୍ଘଟଣାରେ ଦାଦା ଓ ପୁତୁରାଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଉଦଳା-ବୈଶିଙ୍ଗା ରାସ୍ତାର ଲେଙ୍କାସାହିଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ...
ରାଜ୍ୟରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ରହିବ କେଉଁ କେଉଁ ସୁବିଧା?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ହେବାକୁ ଥିବା ବହୁମୁଖୀ ଇନ୍ଡୋର ଷ୍ଟାଡିୟମ, କ୍ରୀଡ଼ା କ୍ଷେତ୍ରକୁ ଦୃଢ଼ କରିବା ସହିତ ସ୍ଵାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଉପଯୋଗୀ ହେବ।
ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ...
କରୋନା ଦୁଃଖ – ଫଳ ବିକୁଛନ୍ତି ଆଲବମ୍ କୁଇନ୍ ରିଙ୍କି
ଓଡିଶାଲାଇଭ୍ ବ୍ୟୁରୋ
ଯାତ୍ରା ଜଗତର ଆଗ ଧାଡ଼ିର ନାୟିକା ରିଙ୍କି ଓରଫ୍ ପ୍ରତିଭା ମହାରଣା। ପାଞ୍ଚ ମାସ ତଳେ ରଙ୍ଗମଞ୍ଚରେ ଅଭିନୟ କରି ଦର୍ଶକଙ୍କୁ କିମିଆଁ କରୁଥିଲେ। କିନ୍ତୁ ଏବେ ଜୀବନ ବଞ୍ଚେଇବା ପାଇଁ...
ଅଫିସ୍ କର୍ମଚାରୀଙ୍କ ପାଇଁ କରୋନା ଟିପ୍ସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କର୍ମକ୍ଷେତ୍ରରେ କରୋନା ଭାଇରସ୍ଠାରୁ ଦୂରେଇ ରହିବା ପାଇଁ ସଚେତନ ରହିବା ଜରୁରୀ। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନ ରହିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ଅଫିସ୍ରେ...
୧୭ ବର୍ଷୀୟ କିଶୋରୀ ସାଜିଥଲା ବ୍ଲୁ ହ୍ୱେଲ ଗେମ୍ର ମାଷ୍ଟରମାଇଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧରାପଡିଲା ବ୍ଲୁ ହ୍ୱେଲ ଗେମର ମାଷ୍ଟର ମାଇଣ୍ଡ।
ଏହି ମାଷ୍ଟରମାଇଣ୍ଡ ଜଣକ ହେଉଛନ୍ତି ଋଷୀୟ ଯୁବତୀ। ତାଙ୍କ ବୟସ ୧୭। ଏହି ଯୁବତୀଙ୍କୁ ଋଷିଆରୁ ଧରାଯାଇଥିବା ସୂଚନା ମିଳିଛି।
ଋଷିଆ ପୋଲିସ ଖାବରୋସ୍କୋ ରାଇ...
ନବୀନଙ୍କ ନିର୍ଦ୍ଦେଶ – ଏବେ ଡାକ୍ତରଖାନା ଜଗିବେ ଆଇଏଏସ୍ ଅଫିସର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟରେ ‘ମୋ ସରକାର’ ଅଭିଯାନ ଆରମ୍ଭ ହେବା ପରେ ସରକାର ବିଭିନ୍ନ ହସ୍ପିଟାଲରେ ରୋଗୀ ସେବାକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀମାନେ...


















