କେନ୍ଦ୍ରାପଡ଼ାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ – ପ୍ରଥମ ଦଫାରେ ଜିଲ୍ଲାକୁ ମିଳିଲା ୫୫୦୦ଟି ଡୋଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସାରା ରାଜ୍ୟରେ ଜାନୁଆରି ୧୬ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ। ଏହାପୂର୍ବରୁ ସବୁ ଜିଲ୍ଲାକୁ ଏବେ ଟିକା ପଠାଯିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର...

ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ,...

ସୁପର ସଣ୍ଡେ’ରେ ସୁପର ଫାଇଟ୍‌ – ଭାରତ ବନାମ ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ମିଂହାମ୍‌ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ। ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ'ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ।...

କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି

corona death
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କରୋନାରେ ୧୦ ମୃତ୍ୟୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ମୃତ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ଗୋଟିଏ ପଟେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ଅନ୍ୟପଟେ କରୋନା...

ଅନ୍ତର୍ଜାତୀୟ ବୋଲିଂ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଆ କ୍ରୀଡ଼ାବିତ ସଂଗୀତା ନାୟକ ସମ୍ବର୍ଦ୍ଧିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀଠାରେ ଅନୁଷ୍ଠିତ ସ୍ପେଶାଲ୍ ଅଲିମ୍ପିକ ଏସିଆ ପାସିଫିକ ଆଞ୍ଚଳିକ ବୋଲିଂ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଆ କ୍ରୀଡ଼ାବିତ ସଂଗୀତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ଵରରେ ସ୍ଵେଚ୍ଛାସେବୀ ସଂଗଠନ ଓପନ ଲର୍ଣ୍ଣିଂ...

ସ୍ତନ କର୍କଟକୁ କେମିତି ଚିହ୍ନିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=YvaH4L4qJiA ବିଭିନ୍ନ ସମୟରେ ସ୍ତନ କର୍କଟକୁ ଚିହ୍ନିବାରେ ବିଳମ୍ବ ହୋଇଯାଏ। ଫଳରେ ପୀଡ଼ିତଙ୍କୁ ବିଭିନ୍ନ ଜଟିଳତାର ସମ୍ମୁଖିନ ହେବାକୁ ପଡ଼େ। ସ୍ତନ କର୍କଟକୁ ଆଗୁଆ ଚିହ୍ନି ପାରିଲେ ଏହାର ଜଟିଳତାକୁ ରୋକି...

ଚମକଦାର ତ୍ୱଚା ପାଇଁ ବିଟ୍‌ରୁଟ୍‌ ଫେସ୍‌ ପ୍ୟାକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନେ ତ୍ୱଚାକୁ ଚିକ୍କଣ ଓ ସୁନ୍ଦର କରିବା ପାଇଁ ବିଭିନ୍ନ କେମିକାଲ ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି। ଏହା ସାମୟିକ ଭାବେ ଗୋରାପଣ ଦେଇଥାଏ ସତ ହେଲେ ପରମୁହୂର୍ତ୍ତରେ ତ୍ୱଚାକୁ ଖରାପ କରିଦିଏ।...

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଭାରତୀୟ କ୍ରିକେଟର୍ ଇର୍‌ଫାନ୍ ପଠାନ୍ – ହର୍‌ଭଜନ୍ ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟ ଖେଳାଳୀ ଇରଫାନ୍‌ ପଠାନ ଓ ହରଭଜନ ସିଂହ। ଏବେ ଏହି ଦୁଇ ଖେଳାଳି ପରେ ଏବେ ଫିଲ୍ମ ପରଦାରେ...

ଅଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା’ର ପୋଷ୍ଟର ରିଲିଜ୍ – ନାୟିକା ଭାବେ ନଜର ଆସିବେ ରଶ୍ମିକା ମାନ୍ଧାନା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା’ର ଫାଷ୍ଟଲୁକ୍ ବର୍ତ୍ତମାନ ସାମନାକୁ ଆସିଛି। ନିଜେ ଅଲୁ ଅର୍ଜୁନ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଫଟୋରେ ଅଲୁ...

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାବାସୀଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ...