ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବରେନ୍ଦ୍ରକୃଷ୍ଣ ଧଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ। ଦୁଇଟି ଶବ୍ଦ। ଜଣେ ବ୍ୟକ୍ତିବିଶେଷର ନାମ ନଥିଲା। ଏ ଶବ୍ଦ ଦୁଇଟି...

ବଜାରକୁ ଆସିବ ୩୫୦ଟଙ୍କିଆ ମୁଦ୍ରା: ଏହି ମୁଦ୍ରାରେ କ’ଣ ଖାସ୍ ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୩୫୦ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରିବାକୁ ଯୋଜନା ଚଳାଇଛି। ଲିମିଟେଡ ଏଡିସନରେ ଏହି ମୁଦ୍ରା ପ୍ରଚଳନ କରାଯିବ। ଏ ସମ୍ପର୍କରେ ବ୍ୟାଙ୍କ୍ ପକ୍ଷରୁ ଅଧିସୂଚନା ମଧ୍ୟ ଜାରି କରାଯାଇଛି। ଏପର୍ଯ୍ୟନ୍ତ...

ରାନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କା ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କା ରାଷ୍ଟ୍ରପତି। ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବାବେଳେ ସଂସଦରେ ସର୍ବାଧିକ ୧୩୪ଟି ଭୋଟ ପାଇଛନ୍ତି କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ସେ ପ୍ରଥମେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ –  ଜାଣନ୍ତୁ, କାହା ପଛରେ କେତେ ସାଂସଦଙ୍କ ସମର୍ଥନ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଏବେ ଜୋରଦାର ଚାଲିଛି ଅଙ୍କ କଷାକଷି। ଏନଡିଏ ହରିବଂଶ ନାରାୟଣ ସିଂହଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିଥିବାବେଳେ ବିରୋଧୀମାନେ ମନୋଜ ଝାଙ୍କୁ ଉପାଧ୍ୟକ୍ଷ ନିର୍ବାଚନ...

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

older people
ଓଡ଼ିଶାଲାଇଭ୍‌ କେରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ରାୟଗଡ଼ା ‘ସଖୀ’ କେନ୍ଦ୍ରର ସ୍ଥିତି ପରଖିଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ କେନ୍ଦ୍ରକୁ (ୱାନ ଷ୍ଟପ ସେଣ୍ଟର) ମଙ୍ଗଳବାର ଜିଲ୍ଲାପାଳ ଅଚାନକ ଗସ୍ତ କରିଥିଲେ। ସଖୀର ଏହି କେନ୍ଦ୍ର ଠିକ ଭାବରେ କାର୍ଯ୍ୟକାରୀ ହେଉଛି...

ପୂର୍ଣ୍ଣ ଅନୁଦାନ ଦାବିରେ ରାଜଧାନୀରେ ଗର୍ଜିଲେ ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରୁ ଆସିଲା ଶୋଭାଯାତ୍ରା ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକାଠି ହେଲେ ଶିକ୍ଷକ କର୍ମଚାରୀ ଶିକ୍ଷକଙ୍କ ଚେତାବନୀ: ଦାବି ପୂରଣ ନହେଲେ ବିଜେପୁର ଯିବୁ ରାଜଧାନୀ ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ। ଚାକିରି...

ବାହାରିନ: ମଲ୍‌ରେ ଗଣେଶ ମୂର୍ତ୍ତି ଭାଙ୍ଗି ଗିରଫ ହେଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାରିନରେ ଜଣେ ମହିଳା ସପିଂ ମଲ୍‌ରେ ଗଣେଶଙ୍କ ମୂର୍ତ୍ତି ଭାଙ୍ଗି ଗିରଫ ହୋଇଛନ୍ତି। ୫୪ ବର୍ଷୀୟ ମହିଳା ଏକ ନିର୍ଦ୍ଦିଷ୍ଟ ଧର୍ମ ଏବଂ ତାହାର ପରମ୍ପରାକୁ ଅପମାନିତ କରିବା ସହିତ ସପିଂ...

ଗୁରୁବାର ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ବାଜିରେ ଏହି ସିନେଷ୍ଟାରଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶର ୮ଟି ଆସନ ନଗିନା, ଅମରୋହା, ବୁଲନ୍ଦସହର, ଅଲ୍ଲୀଗଡ଼, ହାଥରସ, ମଥୁରା, ଆଗ୍ରା ଏବଂ ଫତେପୁରରେ ଆସନ ଲାଗି ଭୋଟ...

‘ହେଇ ଅନାନି’… ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଚର୍ଚ୍ଚିତ ଖଳନାୟକ ରାଇମୋହନଙ୍କ ଜୀବନ କାହାଣୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। କେତେବେଳେ ସେ ନାଗିନା ତ ଆଉ କେତେବେଳେ ଚାମୁଣ୍ଡା। ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ରହିଛି ତାଙ୍କ...