ଭାରତୀୟ ସେନାକୁ ମନା ହେଲା ୮୯ଟି ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ତଳେ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଥିଲେ ଭାରତ ସରକାର। ଏଥିରେ ଟିକଟକ, ହେଲୋ ଭଳି ଅନେକ ଆପ ସାମିଲ୍ ଥିଲା ଯାହା ଭାରତରେ ବେଶ୍ ଲୋକପ୍ରିୟ ହୋଇଥିଲା।...
ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ: ସହରବ୍ୟାପୀ କର୍ଫ୍ୟୁ ଜାରି, ରାସ୍ତାଘାଟ ସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ସହରର ସୁନହାଟ ଅଞ୍ଚଳରେ ସୋମବାର ହୋଇଥିବା ସଂଘର୍ଷରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ...
ବଢ଼ୁଛି କରୋନା ସଂକ୍ରମଣ – ଚତୁର୍ଥ ଲହର ନୁହେଁ ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କରୋନା ଭୟ
ଚତୁର୍ଥ ଲହର ଆଶଙ୍କା
କଟକଣା କଡ଼ାକଡ଼ି କଲେ ସରକାର
କିଛି ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା ସଂକ୍ରମଣ। କାରଣ ଓଡ଼ିଶାରେ ପୁଣି ମୁଣ୍ଡ ଟେକିଛି...
ଫିକି ଏମ୍-ପାୱାର ସମ୍ମିଳନୀ: ଶକ୍ତି ମନ୍ତ୍ରୀ କହିଲେ,”୨୦୧୮ ସୁଦ୍ଧା ୩୨ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍”
ଓଡ଼ିଶାଲାଇଭ୍ ବ୍ୟୁରୋ
"୨୦୧୮ ସୁଦ୍ଧା ରାଜ୍ୟର ପ୍ରାୟ ୧ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୬୮ ଲକ୍ଷ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆଉ ୩୨ ଲକ୍ଷ...
କଟକରୁ ଆଗ୍ରା ଯାଉଥିଲା ୧୦ କୋଟି ଟଙ୍କା, ଛତିଗଶଗଡ଼ରେ ଜବତ ହେଲା କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ରେ କାର୍ରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା। କଟକରୁ ଛତିଶଗଡ଼ ଦେଇ ଆଗ୍ରା ଯାଉଥିବା ବେଳେ ଏହି ଟଙ୍କା ବୋଝେଇ କାର୍କୁ ଛତିଶଗଡ଼ ପୋଲିସ ଜବତ କରିଛି।...
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଇସ୍ତଫା ଦେବା ପୂର୍ବରୁ ଅରବିନ୍ଦ ନିଜେ...
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ରାଜ୍ୟପାଳ। ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସେ ଟୁଇଟରେ ଲେଖିଛନ୍ତି।
ଏଥିସହିତ...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୦ ନଭେମ୍ବର ୨୦୨୦, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଷଷ୍ଠୀ ରାତ୍ରି ୦୯:୩୦:୦୮ ଗତେ ସପ୍ତମୀ ତିଥି। ମକରଚନ୍ଦ୍ର...
କ୍ରିକେଟ୍ରୁ ଅବସର ନନେବା ପାଇଁ ଧୋନିଙ୍କୁ ଅନୁରୋଧ କଲେ ଲତା ମଙ୍ଗେସକର
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛିଦିନ ଧରି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ୍ କୁଲ୍ ନାମରେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ରୁ ଅବସର ନେବା କଥା ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର...
ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶାର ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ଚରଣ ମାଝୀ, ଲୋକଙ୍କ ସମସ୍ୟା ପଚାରି ବୁଝିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ। ତେବେ ଶପଥ ଗ୍ରହଣ ପୂର୍ବରୁ ବୁଧବାର ସକାଳେ ସେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ...


















