ବିଜୁ ପଟ୍ଟନାୟକଙ୍କୁ ଝୁରୁଛନ୍ତି ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ

ଓଡ଼ିଶାଲାଇଭ୍‌ ଏକ୍ସକ୍ଲୁସିଭ୍ [youtube https://www.youtube.com/watch?v=_1WTQroEj-8] ମଦ ଭାଟି ବିରୋଧରେ ସ୍ଵର ଉଠାଇ ୧୯୯୩ରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠାରୁ ପୋଲିସ କ୍ଷମତା ପାଇଥିବା ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ 'ଓଡ଼ିଶାଲାଇଭ୍‌' ସହ ତାଙ୍କର ସ୍ମୃତି ବାଣ୍ଟିଛନ୍ତି। ରାୟଗଡାଠାରୁ ୭୨...

ନୂଆଦିଲ୍ଲୀରେ ନାଲକୋ ପକ୍ଷରୁ ‘ମିଡିଆ କନେକ୍ଟ ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ‘ମିଡିଆ କନେକ୍ଟ ୨୦୨୫’। ଏହି କାର୍ଯ୍ୟକ୍ରମରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର...

ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ। ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ। ଝାଡ଼ଖଣ୍ଡର ଚାଇବାସା...

ରାଜ୍ୟରେ ୧କେଜି ଚିନି ଉତ୍ପାଦନକୁ ଖର୍ଚ୍ଚ ହେଉଛି ୪୮ ଟଙ୍କା, ବିକ୍ରି ମୂଲ୍ୟ ୩୨

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ଉଠିଛି ଚିନି ଝଡ଼। ରାଜ୍ୟରେ ଚିନି କଳ ବନ୍ଦ ହେବା ଓ ସରକାର ଏହାର ବିକାଶ ପାଇଁ ଉଚିତ୍ ପଦକ୍ଷେପ ନନେବାକୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଧାନସଭାରେ ବିଧାୟକମାନଙ୍କ...

ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ଫିଲଡିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲଡିଂର ନିଷ୍ପତ୍ତି ନେଇଛନ୍ତି। ରାଜକୋଟରେ ଖେଳାଯାଉଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ ହାରିଲେ...

ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ନିପାତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଏଲଓସିରେ ଅଶାନ୍ତି ଲାଗି ରହିଛି। ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସୀମାରୁ ଭାରତ ସୀମାକୁ ଗୁଳିର ସୁଅ...

୮ରେ ପୁଣି ଓଡ଼ିଶା ଆସିବେ ରାହୁଲ, ଜୟପୁରରେ କରିବେ ସମାବେଶ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମାର୍ଚ୍ଚ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଓଡ଼ିଶା ଆସିବେ। କୋରାପୁଟର ଜୟପୁରଠାରେ ଆୟୋଜିତ ସମାବେଶରେ ସେ ଉଦବୋଧନ ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ...

କେନ୍ଦୁପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ବାଇକଟି ଟ୍ରକ୍ ପଛ ପଟରେ ପିଟି ହେବା ଫଳରେ ଘଟଣାସ୍ଥଳରେ...

କାହିଁକି ଥାଏ ରେଲଓ୍ଵେ ପ୍ଲାଟଫର୍ମରେ ହଳଦିଆ ରଙ୍ଗର ଗାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆପଣ ସବୁବେଳେ ଟ୍ରେନରେ ବସି ଯାତ୍ରା କରିଥିବେ। ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଷ୍ଟେସନର ପ୍ଲାଟଫର୍ମକୁ ଯିବାକୁ ପଡ଼ିଥାଏ। ତେବେ ଆପଣ କେବେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି କି, ଷ୍ଟେସନର...

ସରିଲା ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ। ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ...