ନୂଆବର୍ଷରୁ ଟିଭି ଦେଖା ହେବ ମହଙ୍ଗା, ସବୁ ଚ୍ୟାନେଲର ଅଲଗା ଦାମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ-୧ରୁ ଟିଭି ଦେଖା ମହଙ୍ଗା ହେବ। ଲୋକମାନେ ଦେଉଥିବା କେବୁଲ ଓ ଡିଟିଏଚ ବିଲ ବଢ଼ିଯିବ। ଟିଭି ଦେଖା ଲାଗି ଆପଣଙ୍କୁ ଦେବାକୁ ପଡ଼ିବ ୪୩୦ରୁ ୪୪୦ ଟଙ୍କା। ଏହି ନିୟମ୍...
ଜୟପୁରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜୟପୁର ଜଗନ୍ନାଥ ସାଗର ତଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅବସରରେ ମୁଖ୍ୟ ଅତିଥି ଭାବେ...
କୁନ୍ଦୁଲି ଗଣଦୁଷ୍କର୍ମ: ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବହୁ ଦିନ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରିନାହିଁ। ଏହି ମାମଲାର ତଦନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ...
ମେନାର୍କିରୁ ମେନୋପଜ୍ – ଚାଲନ୍ତୁ କଥା ହେବା
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=79aBKk2IiPo
ପିରିୟଡ୍ସ ବା ଋତୁସ୍ରାବ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ପ୍ରତିମାସରେ କିଶୋରୀ ଓ ମହିଳାମାନେ ଋତୁସ୍ରାବ ଦେଇ ଗତି କରନ୍ତି। ଏହା ନାରୀ ପାଇଁ ଏକ ପରିଚୟ। କିନ୍ତୁ ଆଜିବି...
ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ରତ୍ନ ଅଛି?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=FQYqkXFZPuM&t=31s
ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ଅନେକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ। ରତ୍ନ ଭଣ୍ଡାର କେଉଁଠି ଅଛି, କେତୋଟି ଭଣ୍ଡାର ଅଛି, ଏହା ଭିତରେ କେତେ ରତ୍ନ ଅଛି ଏବଂ ଏହି...
ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶାହଙ୍କ ସହ...
ଜମ୍ମୁ କଶ୍ମୀର ଉପରେ ମୋଦି-ଶାହଙ୍କ ପଲିଟିକାଲ ସର୍ଜିକାଲ – ଷ୍ଟ୍ରାଇକ୍!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=DEK8KQQ5hFQ
ଭାରତର ଅବିଛେଦ୍ୟ ଅଙ୍ଗ କୁହାଯାଉଥିବା ଜମ୍ମୁ କଶ୍ମୀର ଉପରେ ବଡ଼ ପଲିଟିକାଲ ସର୍ଜିକାଲ ଷ୍ଟ୍ରଇକ୍।ଉଛେଦ ହେଲା ଧାରା ୩୭୦।
୨୦୧୬ ନଭେମ୍ବର ୮ରେ ଦେଶବାସୀଙ୍କୁ ଚମକେଇଲା ଭଳି ନିଷ୍ପତ୍ତି ନେଇଥିଲେ ମୋଦି...
ଅନିୟମିତତା ଅଭିଯୋଗରେ ୨ ଗ୍ରାମ ରୋଜଗାର ସେବକ ବହିଷ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହି ଦୁଇଜଣ ହେଲେ ଭାପୁର ବ୍ଲକ ବଡ଼ଶହରା...
ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଗୁରୁବାର ସକାଳେ ଶ୍ରୀମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେ ଶ୍ରୀମନ୍ଦିର...
ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଶ୍ରେୟ କାହାର? ବିଜେପି ଜପୁଛି ମୋଦୀ, ଶାହଙ୍କ ନାଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା।
ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ...


















