୩୮ ବର୍ଷରେ ପଦାର୍ପଣ କଲେ ସାଉଥ୍‌ ସୁନ୍ଦରୀ ଅନୁଷ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଷ୍କା ସେଟ୍ଟୀ, ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସକ୍ରିୟ ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଓ ଚୁଲବୁଲି ଚେହୋରା ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି ଏହି ଚୁଲବୁଲି...

ବିଶାଖାପାଟଣା ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଉଛି ୧୮ ଫୁଟର ପ୍ରସିଦ୍ଧ କୋଣାର୍କ ଚକ୍ର

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଦର୍ଶକଙ୍କୁ ଆକର୍ଷିତ କରୁଛି ୧୮ ଫୁଟ ଉଚ୍ଚର କୋଣାର୍କ ଚକ୍ର। ବିଶାଖାପାଟଣା ସମୁଦ୍ର ବେଳାଭୂମିର କୋଷ୍ଟାଲ ଵାଟେରି ନିକଟରେ ନିର୍ମାଣ କରାଯାଇଛି ପ୍ରସିଦ୍ଧ କୋଣାର୍କ ମନ୍ଦିରର...

ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୁଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ଯାହାର ପ୍ରଭାବ ସିଧାସଳଖ ଭାବେ କୃଷି ଉପରେ ପଡ଼ିଛି। ତେଣୁ...

ଛତିଶଗଡ଼ ସୀମାରେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ନାରାୟଣପୁରଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମୃତ ଯବାନମାନେ କାଡ଼ମେଟା କ୍ୟାମ୍ପ ଆଇଟିବିପିର ୪୫ତମ ବାଟାଲିୟନ ଅଧୀନରେ କାର୍ଯ୍ୟ କରୁଥିଲେ।...

ଦାମ ଖୋଲିଲେ ‘ସମବାୟ ଦୁର୍ନୀତି’ ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲା, ଓମ୍‌ଫେଡ୍ ଦୁର୍ନୀତି ପରେ ଏବେ ଦାମ ସମବାୟ ଦୁର୍ନୀତି କଥା ଉଠାଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ଜଣକ ପରେ...

କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି – ଓଡ଼ିଶାରେ କୋଭାକ୍ସିନ ବଳକା ଟିକାକୁ ବ୍ୟବହାର କରିବାକୁ ମାଗିଲେ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭାକ୍ସିନ ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କେନ୍ଦ୍ର ପକ୍ଷରୁ ଯେଉଁ କୋଭାକ୍ସିନ ଟିକା ଓଡ଼ିଶାକୁ ଦିଆଯାଇଛି ତାହାର ସୁବ୍ୟବହାର ପାଇଁ ଏହି ପତ୍ରରେ...

ଗର୍ଭାବସ୍ଥାରେ ରକ୍ତହୀନତା: କେମିତି କରାଯାଏ ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=0mKCWZFZc3c ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା' ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି। ତେବେ ଗର୍ଭାବସ୍ଥାରେ ରକ୍ତହୀନତା ହେଲେ କେଉଁ କେଉଁ...

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଦୁଲୁକିବ ମଞ୍ଚ

ଓଡ଼ିଶାଲାଇଭ୍  ବ୍ୟୁରୋ [youtube https://www.youtube.com/watch?v=FrR3iTGjejc] କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଓ ମୋହିନୀଆଟ୍ଟମରେ ଦୁଲୁକିବ ମଞ୍ଚ ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ...

ଖୋଲିଲା ହୀରାକୁଦର ୧୦ ଗେଟ: ୩୬ଟି ଗେଟରେ ଚାଲିଛି ଜଳ ନିଷ୍କାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି। ଆଜି ବନ୍ୟା ସ୍ଥିତିର ସମୀକ୍ଷା ପରେ ହୀରାକୁଦର ଆଉ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟ କ୍ରମେ...

ଏ ଗପଟି ପିଲାଙ୍କ ପାଇଁ

ରବୀନ୍ଦ୍ର ନାରାୟଣ ମିଶ୍ର ଚିଠିର ଭାଷାରେ ଥିଲା ଆନ୍ତରିକତା - ପଢ଼ିବାକୁ ଭଲ ଲାଗେ ‘କଥାଟିଏ କହୁ’, ହେଲେ ସବୁ ବଡ଼ମାନଙ୍କ ପାଇଁ। ଆମ ପିଲାଙ୍କ ଜୀବନକୁ ଆଦର୍ଶ କରି ଗଢ଼ିବାକୁ ଗପଟିଏ ଦିଅନ୍ତୁ।...