ଏପ୍ରିଲ ୧୦ରୁ ବୁଷ୍ଟର ଡୋଜ ନେବେ ୧୮ରୁ ଊର୍ଦ୍ଧ୍ଵ ବୟସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ କୋଭିଡ ମହାମାରୀର...
କିଙ୍ଗ୍ଫିସର୍ କ୍ୟାଲେଣ୍ଡରରେ ଓଡ଼ିଆ ମଡେଲ ସୁଶ୍ରୀ ଶ୍ରେୟା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟ ମାଲ୍ୟାଙ୍କ କିଙ୍ଗ୍ଫିସର୍ ବିୟର୍ କ୍ୟାଲେଣ୍ଡରକୁ ମଡେଲ ଜଗତରେ ସମସ୍ତେ ଅପେକ୍ଷା କରିଥା’ନ୍ତି, ଏକଥା ଜାଣିବା ପାଇଁ କାହାକୁ ଏବର୍ଷ ନିଆଯାଇଛି। ୨୦୧୬ରେ ଏହି ସୁଯୋଗ ମିଳିଲା ଓଡ଼ିଆ ମଡେଲ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ। ସେ ହେଉଛନ୍ତି...
ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ
ଓଡ଼ିଶାଲାଇଭ ବ୍ୟୁରୋ
ଏକ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲାଠୁ ୪୦ କିଲୋମିଟର ଦୂରରେ କଲରାକୋଠା ନିକଟରେ ଏହି ଦୂର୍ଘଟଣା ଘଟିଛି। ଏଥିରେ ତାଙ୍କ...
ମୁଖ୍ୟମନ୍ତ୍ରୀଙ୍କ ‘ଆପଣମାନେ ଖୁସି ତ’କୁ କଟାକ୍ଷ କଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ନେଇ ମଧ୍ୟ ସେ ଅନେକ କିଛି କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଆଜି କଣ୍ଟାବାଂଜି ସଭାରେ ନବୀନଙ୍କୁ...
ପରଦାରେ ‘ଜାସୁସ୍’ ବନିଥିବା କଳାକାରଙ୍କୁ ଜାଣନ୍ତି କି?
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ପପୁଲାର ଆକ୍ଟର ଇମ୍ରାନ୍ ହାସମୀ ଜଣେ ଜାସୁସ୍ ଭୂମିକା ନିଭାଉଛନ୍ତି ଫିଲ୍ମ ‘ଫାଦର୍ସ ଡେ’ରେ। ଆସନ୍ତୁ ଜାଣିବା ଅନ୍ୟ କେଉଁ କଳାକାରମାନେ ମଧ୍ୟ ‘ଜାସୁସ୍’ ବନିଥିଲେ ପରଦା ଉପରେ…
ଇମ୍ରାନ୍...
କବିତା ଦ୍ୱିବେଦୀ : ମୋ ଜୀବନ, ମୋ କଥା
[youtube https://www.youtube.com/watch?v=Y5w-93oZ5R0]
କବିତା ଦ୍ୱିବେଦୀ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ। ଘର ଓଡ଼ିଶାରେ କିନ୍ତୁ ପଢ଼ିଛନ୍ତି ଓ ବଢ଼ିଛନ୍ତି ଦିଲ୍ଲୀରେ। ତାଙ୍କ ପାଦରେ ଘୁଙ୍ଗୁର ବନ୍ଧା ହୋଇଗଲେ ସେ ହଜି ଯାଆନ୍ତି ଏକ...
କୋଲେଷ୍ଟ୍ରୋଲକୁ କେମିତି କରିବେ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=zcVB0FMj-Sw]ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏହା ଶରୀରର ମୋଟାପା ବୃଦ୍ଧି କରିଥାଏ।
ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ...
ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’
ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’
୫-ଟି...
ପୁସ୍ତକ ସମୀକ୍ଷା: ସ୍ମୃତିରେ କଟକ
ଭାସ୍କର ପରିଚ୍ଛା
ଏକଦା ଓଡ଼ିଶାର ରାଜଧାନୀ ଥିବା କଟକକୁ ନେଇ ବେଶ୍ କିଛି ପୁସ୍ତକ ଯେ ଲଖାହୋଇଛି ତାହା କହିବା କଷ୍ଟ। ନିକଟରେ ପ୍ରକାଶିତ ଦୁଇଟି ଆତ୍ମଜୀବନୀରୁ ଇତିହାସ-ସମୃଦ୍ଧ କଟକ ସମ୍ପର୍କରେ କିଛି ପଢ଼ିବାକୁ...
ଚତୁର୍ଥ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ମ୍ୟାଚ ପାଇଁ ଦୁଇ ଦଳରେ କିଛିଟା ପରିବର୍ତ୍ତନ...


















