ମେକ୍ସିକୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି September 20, 2017 FacebookTwitterPinterestWhatsApp ଓଡ଼ିଶାଲାଇଭ୍ ବ୍ୟୁରୋ ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ବୁଧବାର ଅପରାହ୍ଣ ପର୍ଯ୍ୟନ୍ତ ୨୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁସାରେ ଏହି ଭୁକମ୍ପ ଯୋଗୁଁ ୨ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ବଡ଼ ବଡ଼ କୋଠା ମାଟି ତଳେ ମିଶିଯାଇଛି। ଭୂମିକମ୍ପ ପରେପରେ ବିରାଟ ବିସ୍ଫୋରଣ ଘଟିଥିଲା ଓ ଲୋକେ ରାସ୍ତା ଉପରକୁ ଚାଲିଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୭.୧। ମେକ୍ସିକୋ ରାଜଧାନୀ ପୁୱେର୍ତୋ ରେକୋର ଦକ୍ଷିଣ-ପୂର୍ବ ଦିଗରେ ଥିବା ପେଉବ୍ଲା ରାଜ୍ୟରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବହୁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ୧୯୮୫ରେ ଏହିଭଳି ଏକ ଭୟାବହ ଭୂମିକମ୍ପରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ। ସେହି ଭୂମିକମ୍ପ ମଧ୍ୟ ଠିକ୍ ଏହି ସମୟରେ ସଂଘଟିତ ହୋଇଥିଲା। RELATED ARTICLESMORE FROM AUTHOR International ମିଆଁମାର ଭୂମିକମ୍ପ: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା International ୨ଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ International ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ, ଶତାଧିକ ଲୋକଙ୍କ ମୃତ୍ୟୁ International ଜାପାନ ଭୂମିକମ୍ପ: ଏ ଯାଏଁ ୪୮ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ International ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ବଡ଼ଧରଣର ସୁନାମି ପାଇଁ ଆଲର୍ଟ ଜାରି International ନେପାଳରେ ଶକ୍ତିଶାଳୀ ଭୂମିକମ୍ପ, ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ International ମୋରକ୍କୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୮୦୦ ପାର୍ International ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ, ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ International ତୁର୍କୀ ଓ ସିରିଆରେ ଜାରି ରହିଛି ଭାରତର ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’ International ତୁର୍କୀ-ସିରିଆରେ ମୃତ୍ୟୁର ତାଣ୍ଡବ: ୨୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଭଙ୍ଗା କୋଠା ତଳେ ଶଢ଼ିଲାଣି ଶବ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Δ