ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଜିଏସଟିରେ ଛାଡ଼: ୫୩ ବସ୍ତୁ ଶସ୍ତା ହେଲା, ଡିଜେଲ ପେଟ୍ରୋଲ ଉପରେ ନିଷ୍ପତ୍ତି ଟଳିଲା।

୨. ପଦ୍ମାବତ୍ ଝମେଲା: ସୁପ୍ରିମକୋର୍ଟ କହିଲେ ଦେଶରେ ସବୁଠି ଚାଲିବ ଫିଲ୍ମ, କରଣୀ ସେନା କହିଲା ଦେଖିବା କେମିତି ଚାଲିବ।

୩. ହରିୟାଣାରେ ଆଉ ଜଣେ ମହିଳା କଳାକାରଙ୍କୁ ହତ୍ୟା, ବିଲରୁ ମିଳିଲା ଭଜନ ଗାୟିକାଙ୍କ ଶବ।

୪. ମେକ୍ସିକୋ: ପାଣି ଭିତରେ ମିଳିଲା ବିଶ୍ୱର ସବୁଠୁ ବଡ଼ ସୁଡ଼ଙ୍ଗ, ଲମ୍ବା ୩୪୭ କିଲୋମିଟର। ୫. ଆତଙ୍କବାଦକୁ ନେଇ ଜାତିସଙ୍ଘରେ ଏବେ ପାକିସ୍ତାନର ମୁଖା ଖୋଲାଯିବ, ଆମେରିକା ଦେଲା ଇଙ୍ଗିତ।

୬. କଂଗ୍ରେସର ବଡ଼ ଅଭିଯୋଗ,କହିଲା ପିଏମ ମୋଦି ଓ ସୁଷମା ସ୍ୱରାଜ ଡୋକ୍ଲାମ୍ ମାମଲାରେ ଦେଶକୁ ବିଭ୍ରାନ୍ତ କରିଛନ୍ତି।

୭. ଟୁ-ଜି ମାମଲାରେ ପୁର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କ ଚୁପ ରହିବା ଉପରେ ପ୍ରଶ୍ନ ଉଠାଇଲେ ଡ଼ିଏମକେ ନେତା ଏ ରାଜା।

୮. Whatsappରେ ଆସୁଛି ନୂଆ ସୁବିଧା,ଏଣିକି ଅନ ଲାଇନ ପେମେଣ୍ଟ ଓ ଫଣ୍ଡ ଟ୍ରାନ୍ସଫର ଅତି ସହଜ ହେବ।

୯. ସନି ଲିୟନିଙ୍କ ଏକ ଫୋଟୋସୁଟକୁ ନେଇ ଚାଞ୍ଚଲ୍ୟ, କ୍ୟାମେରାରୁ ବି ବାଦ୍ ଦିଆଗଲା ଫୁଟେଜ୍।

୧୦. ସେଞ୍ଚୁରିୟନ୍ ଟେଷ୍ଟରେ ଭାରତର ପରାଜୟ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ କପିଳ ଦେବ ଅସନ୍ତୋଷ ପ୍ରକାଶ କଲେ।

Comment