ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହୋଇଛି କଂଗ୍ରେସ। ୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି ପିଇସି କମିଟି। ଯେଉଁ ୪୪ଟି ପ୍ରାର୍ଥୀ ତାଲିକା କଂଗ୍ରେସ ଚୂଡ଼ାନ୍ତ କରିଛି ତାହା ଅନୁମୋଦନ ପାଇଁ ଏଆଇସିସି ସ୍କ୍ରିନିଂ କମିଟିକୁ ଯିବ। ତେବେ କଂଗ୍ରେସ କେଉଁ ଆସନ ପାଇଁ କାହାକୁ ପ୍ରାର୍ଥୀ ଭାବେ ଚୟନ କରିଛି ଜାଣନ୍ତୁ।
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ବ୍ରହ୍ମପୁର- ଦୀପକ ପଟ୍ଟନାୟକ
ମୋହନା- ଦାଶରଥି ଗମାଙ୍ଗ
ଦିଗପହଣ୍ଡି- ସାକା ସୁଜିତ୍
କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା
ଜୟପୁର- ତାରାପ୍ରସାଦ ବାହିନୀପତି
ତାଳସରା- ପ୍ରଫୁଲ୍ଲ ମାଝି
କଟକ ବାରବାଟୀ- ଇଂ ମହମ୍ମଦ ମୋକିମ୍
ପଟ୍ଟାଙ୍ଗୀ- ରାମଚନ୍ଦ୍ର କାଡ଼ମା
ଟିଟଲାଗଡ଼- ସୁରେନ୍ଦ୍ର ସିଂ ଭୋଇ
ଅତାବିରା- ନିହାର ମହାନନ୍ଦ
କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା
ଅନୁଗୁଳ- ବିପ୍ଲବ ଜେନା
ଛେଣ୍ଡିପଦା- ସସ୍ମିତା ବେହେରା
ବରଗଡ଼- ସାଧୁ ନେପାକ
ପଦ୍ମପୁର- ସତ୍ୟଭୂଷଣ ସାହୁ
ସୋନପୁର- ଅଶୋକ ପୂଜାରୀ
ଆଠଗଡ଼- ଉମାବଲ୍ଲଭ ରଥ
ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ
ସୁନ୍ଦରଗଡ଼- ଯୋଗେଶ ସିଂ
ସାଲେପୁର- ପ୍ରକାଶ ବେହେରା
ଆଳି- ଦେବେନ୍ଦ୍ର ଶର୍ମା
ଡାଵୁଗାଁ- ଭୂଜବଳ ମାଝି
ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ
ଆନନ୍ଦପୁର- ଜୟଦେବ ଜେନା
ନିମାପଡ଼ା- ବିଶ୍ୱରଞ୍ଜନ ମହାନ୍ତି
ଭୁବନେଶ୍ୱର(ମଧ୍ୟ)- ମାନସ ଚୌଧୁରୀ
ପାରାଦୀପ- ବାପି ସର୍ଖେଲ
ସୁକିନ୍ଦା- ଶରତ ରାଉତ
ଭଣ୍ଡାରିପୋଖରୀ- ଅନନ୍ତ ସେଠୀ
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ଼- ଚନ୍ଦ୍ରଶେଖର ମାଝି
ଭୁବନେଶ୍ୱର (ଏକାମ୍ର)- ରଶ୍ମି ମହାପାତ୍ର
ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ
ବିଷମକଟକ- ଡମ୍ବୁରଧର ଉଲ୍ଲାକା
ରେଢ଼ାଖୋଲ- ଆସଫ ଅଲ୍ଲୀ ଖାଁ


















