ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଭୋର୍ ୪ଟା ୩୦ରୁ ୫ଟା ୩୦ ସମୟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ତିତଲି’। ଗୋପାଳପୁରରୁ ପଶ୍ଚିମବଙ୍ଗ ମୁହାଁ ହୋଇଛି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ତିତଲି’।

  • ଟଳିଲା ତିତଲି ଚିନ୍ତା
  • ଦୁର୍ବଳ ହେଉଛି ତିତଲି
  • ଆନ୍ଧ୍ରପ୍ରଦେଶର ପଲାସାଠାରେ ସ୍ଥଳଭାଗ ଛୁଇଁଲା
  • ଗଞ୍ଜାମ ଜିଲ୍ଲାରେ ତିତଲିର ପ୍ରଭାବ କମ
  • ଗଜପତି ଜିଲ୍ଲାରେ ତିତଲିର ତାଣ୍ଡବ
  • ଗଛ ପଡ଼ି ବିଭିନ୍ନ ଜାଗାରେ ଯୋଗାଯୋଗ ବିଚ୍ଛିନ୍ନ
  • ଟେଲିଫୋନ୍ ଓ ବିଦ୍ୟୁତ ସେବାରେ ବାଧାପ୍ରାପ୍ତ
  • ଗୁରୁବାର ରାତି ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ
  • ଗୋପାଳପୁରରୁ ପଶ୍ଚିମ ମୁହାଁ ହୋଇଛି ତିତଲି
  • ରାୟଗଡ଼ା, ଗଜପତି, କନ୍ଧମାଳ ଦେଇ ପଶ୍ଚିମବଙ୍ଗରେ ଯିବ
  • ତିତଲି ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ତିତଲି ପାଇଁ ଟ୍ରେନ ଓ ବିମାନ ସେବା ବାତିଲ
  • ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ
  • ତିତଲି ଉଡ଼େଇ ନେଲା କଲେଜ ନିର୍ବାଚନ
  • ଶନିବାର ଯାଏଁ ରାଜ୍ୟରେ ଝଡ଼ର ପ୍ରଭାବ ରହିବ
  • ୧୩ ତାରିଖ ସୁଦ୍ଧା ସ୍ୱାଭାବିକ ହେବ ପାଣିପାଗ

Comment