ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ-ଫଟୋ

୨୦୧୯ ଜେଇଇ ମେନ୍‌ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଚଳିତବର୍ଷ ନିର୍ଦ୍ଧାରିତ ତାରିଖର ୧୧ଦିନ ପୂର୍ବରୁ ପରୀକ୍ଷାଫଳ ପ୍ରକାଶିତ ହୋଇଛି।

ଛାତ୍ରଛାତ୍ରୀ ମାନେ www.jeemain.nic.in ରେ ନିଜ ରେଜଲ୍ଟ ଦେଖିପାରିବେ। ଏନଟିଏ ପକ୍ଷରୁ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଚଳିତବର୍ଷ ୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ।

ଜାନୁଆରୀ ୮ରୁ ୧୨ ତାରିଖ ମଧ୍ୟରେ ପରୀକ୍ଷା ହୋଇଥିଲା। ଏହା ପ୍ରାୟତଃ ୪୬୭ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

Comment