ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଜାଣନ୍ତୁ କେଉଁଠୁ କିଏ ପ୍ରାର୍ଥୀ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ୯ଟି ଲୋକସଭା ଆସନ ମଧ୍ୟରୁ ୮ଟି ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ନବୀନ ପଟ୍ଟନାୟକ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ କରି ତିନୋଟି ରାଜନୈତିକ ଦଳ ମଧ୍ୟରେ ବାଜି ମାରିଛନ୍ତି।

କଳହାଣ୍ଡି-ପୁଷ୍ପେନ୍ଦ୍ର ସିଂ ଦେଓ

ବ୍ରହ୍ମପୁର-ଚନ୍ଦ୍ରଶେଖର ସାହୁ

ନବରଙ୍ଗପୁର-ରମେଶ ଚନ୍ଦ୍ର ମାଝି

ବରଗଡ-ପ୍ରସନ୍ନ ଆଚାର୍ଯ୍ୟ

କନ୍ଧମାଳ-ଅଚ୍ୟୁତ୍‌ ସାମନ୍ତ

ବଲାଙ୍ଗିର-କଲିକେଶ ସିଂ ଦେଓ

କୋରାପୁଟ-କୌଶଲ୍ୟା ହିକ୍କା

ଆସିକା-ପ୍ରମିଳା ବିଷୋୟୀ

ସୁନ୍ଦରଗଡ଼ – ସୁନୀତା ବିଶ୍ୱାଳ

Comment