ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ଆଉ ଅଳ୍ପ ସମୟ ମଧ୍ୟରେ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକ ପ୍ରକାଶ କରିବ।

୪ ଲୋକସଭା ଓ ୨୮ ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରିବ। କିଛି ସମୟ ପୂର୍ବରୁ ଏ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

ତେବେ ଯାହା ସୂଚନା ମିଳିଛି ବିଜେଡି ଆଉ ଅଳ୍ପ ସମୟ ମଧ୍ୟରେ ବିଜେଡି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥା ତାଲିକା ଘୋଷଣା କରିପାରେ।

ପ୍ରଥମ ପର୍ଯ୍ୟାୟରେ ଯେଉଁଠି ନିର୍ବାଚନ ହେବ ସେଠାକାର ଆଶାୟୀ ଏବେ ଆଶା ଆଶଙ୍କାରେ। ଅନ୍ୟପଟେ ପୂରା ରାଜ୍ୟର ନଜରରେ ମଧ୍ୟ ଅଛି ବିଜେଡି ଏଥର କାହାକୁ କେଉଁଠୁ ଟିକେଟ ଦେଉଛି।

Comment