ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେପି ପରେ ଆଜି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୭ ଜଣ ଓଲିଉଡ ତାରକା ଏହି ତାଲିକାରେ ରହିଛନ୍ତି।

କିଏ ହେଲେ ଷ୍ଟାର କ୍ୟାମ୍ପେନର?

ନବୀନ ପଟ୍ଟନାୟକ

ଅନଙ୍ଗ ଉଦୟ ସିଂହଦେଓ

ପ୍ରସନ୍ନ ଆଚାର୍ଯ୍ୟ

ସୌମ୍ୟ ରଞ୍ଜନ ପଟ୍ଟନାୟକ

ସୂର୍ଯ୍ୟନାରାୟଣ ପାତ୍ର

ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ

ଏନ୍ ଭାସ୍କର ରାଓ

ପ୍ରମିଳା ମଲ୍ଲିକ

ପଦ୍ମନାଭ ବେହେରା

ନିରଞ୍ଜନ ପୂଜାରୀ

ବିକ୍ରମ କେଶରୀ ଆରୁଖ

ରବି ନାରାୟଣ ପାଣି

ପ୍ରଶାନ୍ତ ନନ୍ଦ

ପ୍ରଫୁଲ୍ଲ କୁମାର ମଲ୍ଲିକ

ଅନୁଭବ ମହାନ୍ତି

କିଶୋର କୁମାର ମହାନ୍ତି

ନବ କିଶୋର ଦାସ

ପ୍ରଣବ ପ୍ରକାଶ ଦାସ

ପ୍ରତାପ ଜେନା

ସଞ୍ଜୟ ଦାସବର୍ମା

ପ୍ରତାପ କେଶରୀ ଦେବ

ସିଦ୍ଧାନ୍ତ ମହାପାତ୍ର

ଚନ୍ଦ୍ର ସାରଥୀ ବେହେରା

ରମେଶ ଚନ୍ଦ୍ର ମାଝି

ଦିଲ୍ଲୀପ ତିର୍କୀ

ସୁବାସ ସିଂହ

ସୁଶାନ୍ତ ସିହ

ଅନନ୍ତ ନାରାୟଣ ଜେନା

ଆକାଶ ଦାସନାୟକ

ମୁନ୍ନା ଖାନ୍

ମୀନତି ବେହେରା

ତେଜେଶ୍ୱର ପରିଡ଼ା

ଲୋପାମୁଦ୍ରା ବକ୍ସିପାତ୍ର

କସ୍ତୁରୀ ମହାପାତ୍ର

କୁନା ତ୍ରିପାଠୀ

ଅରିନ୍ଦମ ରାୟ

ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା

ଅସିମ ଅମିତାଭ ଦାସ

ଅମରେଶ ପତ୍ରୀ

ରାଣା ପ୍ରତାପ ପାତ୍ର

Comment