ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ୯ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ପୁରୀ – ପିନାକୀ ମିଶ୍ର

କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି

ବାଲେଶ୍ୱର – ରବିନ୍ଦ୍ର ଜେନା

ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

ଭଦ୍ରକ – ମଞ୍ଜୁଲତା ମଣ୍ଡଳ

ସମ୍ବଲପୁର – ନଳିନୀ ପ୍ରଧାନ

ଯାଜପୁର – ଶର୍ମିଷ୍ଠା ସେଠୀ

ଭୁବନେଶ୍ୱର – ଅରୁପ ପଟ୍ଟନାୟକ

ମୟୁରଭଞ୍ଜ – ଦେବାଶିଷ ମାରାଣ୍ଡି

Comment