ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୫ ମାସ ପରେ ବିଜେପି ଶିବିରକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରା ବିଜୟଙ୍କୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ଗଣିତ କଷୁଛି ବିଜେପିା ହେଲେ ବିଜୟଙ୍କର ବିଜେପିରେ ଯୋଗଦାନ କେନ୍ଦ୍ରାପଡ଼ା ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଅତନୁସବ୍ୟସାଚୀ ନାୟକା

‘‘କେନ୍ଦ୍ରାପଡ଼ା ହେଉଛି ବିଜେଡିର ଗଡ଼ା ବିଜୟ ବିଜେପିକୁ ଫେରିବା ଦ୍ୱାରା କେନ୍ଦ୍ରାପଡ଼ା ରାଜନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ନବୀନଙ୍କ ଉପରେ କେନ୍ଦ୍ରାପଡ଼ାବାସୀଙ୍କର ଭରସା ଅତୁଟ ରହିଛି’’, କହିଛନ୍ତି ଅତନୁସବ୍ୟସାଚୀ ନାୟକା

ଅତନୁ ଆହୁରି କହିଥିଲେ, ‘‘ବିଜୟଙ୍କ ସହ ମୁଁ ତିନି ତିନି ଥର ନିର୍ବାଚନ ଲଢ଼ିଛିା ସେ କେଉଁ ଆଡୁ କିଛି ବିକଳ୍ପ ନପାଇ ବିଜେପିକୁ ଫେରିଛନ୍ତିା ଗତ ନିର୍ବାଚନରେ ବି ବିଜୟ ମୋ’ ସହ ନିର୍ବାଚନ ଲଢ଼ିଥିଲୋ ହେଲେ ଫଳାଫଳ କ’ଣ ହେଲା ତାହା ସମସ୍ତେ ଜାଣିଛନ୍ତିା ନବୀନ ବାବୁ କେନ୍ଦ୍ରାପଡ଼ାବାସୀଙ୍କ ହୃଦୟ ଜିଣିଛନ୍ତିା କେନ୍ଦ୍ରାପଡ଼ାର ବିକାଶ ପାଇଁ ସେ ଅନେକ କାମ କରିଛନ୍ତିା’’

Comment