ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ସଭାପତି ଘୋଷଣା କଲେ ବିଜେଡିର ୨ ଲୋକସଭା କିଛି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା।

ଲୋକସଭା

କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ଢେଙ୍କାନାଳ- ମହେଶ ସାହୁ

ବିଧାନସଭା

ଭୁବନେଶ୍ୱର ଉତ୍ତର- ସୁଶାନ୍ତ କୁମାର ରାଉତ

ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା

ଯାଜପୁର- ପ୍ରଣବ ପ୍ରକାଶ ଦାଶ

କୋରେଇ- ଅଶୋକ ବଳ

ପାଲଲହଡ଼ା- ମୁକେଶ ପାଲ

ଖଣ୍ଡପଡ଼ା- ସୌମ୍ୟ ରଞ୍ଜନ ପଟ୍ଟନାୟକ

ଆଠମଲ୍ଲିକ୍‌- ରମେଶ ଚନ୍ଦ୍ର ସାଏ

Comment