ଓଡ଼ିଶାଲାଇଭ୍ ବ୍ୟୁରୋnaveen

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ବିଜେଡି ସଭାପତି ବରଗଡ଼ରେ ପ୍ରଚାର କରିବାପରେ ରଘୁନାଥପାଲିରେ ରୋଡ ସୋ’ ଆରମ୍ଭ କରିଛନ୍ତିା ହାଇଟେକ ବସରେ ପ୍ରଚାର କରୁଛନ୍ତି ନବୀନା ନବୀନଙ୍କ ଏହି ରୋଡ ସୋ’ରେ ହଜାର ହଜାର ନେତା ଓ କର୍ମୀ ସାମିଲ ହୋଇଛନ୍ତିା

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ରଘୁନାଥପାଲିରେ ନବୀନଙ୍କ ମାରାଥନ ପ୍ରଚାର ପାଇଁ ସମର୍ଥକଙ୍କ ଭିଡ଼ ଜମିଛିା ସେପଟେ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛିା ହାଇଟେକ ବସରେ ନବୀନଙ୍କୁ ଦେଖିବାକୁ ଲୋକଙ୍କ ଭିତରେ ବେଶ୍ ଉତ୍କଣ୍ଠା ରହିଛିା

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବା ଏଥିଲାଗି ରାଜନୈତିକ ଦଳମାନେ ପ୍ରଚାର ଜୋର କରିଛନ୍ତିା

ରାଉରକେଲାରେ ପ୍ରଚାର କରିବା ପୂର୍ବରୁ ନବୀନ ବରଗଡ଼ରେ ଏକ ସଭାରେ ଯୋଗ ଦେଇଥିଲେ। ନବୀନା ସଭାରେ କେନ୍ଦ୍ର ସରକାର ଉପରେ ଖୁବ୍ ବର୍ଷିଥିଲୋ

Comment